ଶ୍ରୀକ୍ଷେତ୍ରରେ ଡ୍ୟୁଟିରେ ଥିବା ପତିତପାବନଙ୍କ ଚାଲିଗଲା ଜୀବନ

ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀକ୍ଷେତ୍ରର ରଥ ଯାତ୍ରାରେ ଅଭାବନୀୟ ଘଟଣା। ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ IRBର ହାବିଲଦାର ପତିତପାବନ ଦାସ। ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

pil

Tapas Behera
  • Published: Monday, 15 July 2019
  • , Updated: 16 July 2019, 12:20 AM IST

Related story