ହାତରୁ ଖସି ଯିବ କି ପାରାଦୀପ? ଦାମଙ୍କ ବହିଷ୍କାର ପରେ ବିଜେଡି ଚିନ୍ତାରେ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ଏବେ ବିଜେଡିକୁ ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା ଘାରିଛି।
ଦଳକୁ ପାରାଦୀପରେ ଅଧିକ ମଜଭୁତ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହିଛନ୍ତି,“ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନାହୁଁ। ସମସ୍ତେ ଭାବନ୍ତି ନେତା ଚାଲିଗଲେ, କର୍ମୀ ଚାଲିଯିବେ। ଏହା ଠିକ୍ ନୁହେଁ।”
ଏହି ବୈଠକରେ ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Ordigital Desk
• Published: Monday, 24 September 2018
• Updated: 24 September 2018, 03:18 AM IST
Sports
Latest News
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର କରାଯିବା ପରେ ଏବେ ବିଜେଡିକୁ ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା ଘାରିଛି।
ଦଳକୁ ପାରାଦୀପରେ ଅଧିକ ମଜଭୁତ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହିଛନ୍ତି,“ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନାହୁଁ। ସମସ୍ତେ ଭାବନ୍ତି ନେତା ଚାଲିଗଲେ, କର୍ମୀ ଚାଲିଯିବେ। ଏହା ଠିକ୍ ନୁହେଁ।”
ଏହି ବୈଠକରେ ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ବିଧାୟିକା ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଗତସିଂହପୁର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos