ଭୁବନେଶ୍ୱର ଏମ୍‌ସକୁ ସଫଳତା, କୋଭିଡ୍‌କୁ ରୋକିବାରେ ସହାୟକ ହେଉଛି ଆଇଭରମେଣ୍ଟିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ରୋକିବାରେ ସହାୟକ ହେଉଛି କି ଆଇଭରମେକ୍ଟିନ? ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି।  ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ଟିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି। ଗତ ସେପ୍ଚମ୍ବର ୨୦ରୁ ଅକଟୋବର ୧୯ ତାରିଖ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ […]

aiims

aiims

Manoranjan Sial
  • Published: Thursday, 05 November 2020
  • Updated: 05 November 2020, 05:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ରୋକିବାରେ ସହାୟକ ହେଉଛି କି ଆଇଭରମେକ୍ଟିନ? ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି।  ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ଟିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩ ପ୍ରତିଶତ କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି।

ଗତ ସେପ୍ଚମ୍ବର ୨୦ରୁ ଅକଟୋବର ୧୯ ତାରିଖ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ଗବେଷଣା ହୋଇଥିଲା। ୧୨ ଜଣ ବିଶେଷଜ୍ଞ ଏହି ଗବେଷଣାରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story