ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ୨୦୦୧ ବ୍ୟାଚର ଆଇଏଏସ୍ ସଂଗ୍ରାମ କେଶରୀ ରାୟଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ କରାଯାଇଛି। ସେହିପରି ୨୦୦୨ ବ୍ୟାଜର ଆଇଏଏସ୍ ବିଶ୍ୱନାଥ ମଲ୍ଲିକଙ୍କୁ ଓବିସି ନିର୍ଦ୍ଦେଶକ କରାଯାଇଛି। ୨୦୦୩ ବ୍ୟାଜ ଆଇଏଏସ୍ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୦୩ ବ୍ୟାଜର ଆଇଏଏସ୍ ଗୋପବନ୍ଧୁ ଶତପଥୀଙ୍କୁ ପ୍ରିଣ୍ଟିଂ ଆଣ୍ଡ ଷ୍ଟେସନାରୀ ନିର୍ଦ୍ଦେଶକ ଦାୟିତ୍ୱ […]

bidhansabha

Rakesh Mallick
  • Published: Saturday, 26 December 2015
  • , Updated: 27 December 2015, 09:12 AM IST

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ୨୦୦୧ ବ୍ୟାଚର ଆଇଏଏସ୍ ସଂଗ୍ରାମ କେଶରୀ ରାୟଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ କରାଯାଇଛି। ସେହିପରି ୨୦୦୨ ବ୍ୟାଜର ଆଇଏଏସ୍ ବିଶ୍ୱନାଥ ମଲ୍ଲିକଙ୍କୁ ଓବିସି ନିର୍ଦ୍ଦେଶକ କରାଯାଇଛି। ୨୦୦୩ ବ୍ୟାଜ ଆଇଏଏସ୍ ପ୍ରଦୀପ କୁମାର ବିଶ୍ୱାଳଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୦୩ ବ୍ୟାଜର ଆଇଏଏସ୍ ଗୋପବନ୍ଧୁ ଶତପଥୀଙ୍କୁ ପ୍ରିଣ୍ଟିଂ ଆଣ୍ଡ ଷ୍ଟେସନାରୀ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯିବ।

Related story