ଆଇଏସଆଇକୁ ତଥ୍ୟ ଯୋଗାଇବା ମାମଲା: ଇଶ୍ୱରଙ୍କ ଜାମିନ ଆବେଦନ ଶୁଣାଣୀ ୧୩ରେ

ବାଲେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ତଥ୍ୟ ଯୋଗାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଇଶ୍ୱର ବେହେରାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୩ ତାରିଖରେ ହେବ। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହା ଭିତରେ ପ୍ରିଲିମିନାରୀ ଚାର୍ଜସିଟ ଦାଖଲ କରିସାରିଛି। ହେଲେ ଫ।ଇନାଲ ଚାର୍ଜସିଟ ଦାଖଲ ହୋଇନାହିଁ। ଗିରଫଦାରୀକୁ ୬ ମାସ ବିତିଥିବାବେଳେ ଏବେ ଜେଲ ହାଜତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ଇଶ୍ୱର ବେହେରା। ଆସନ୍ତା ୧୩ ତାରିଖରେ ବାଲେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ […]

father and mother of iwar behera

father and mother of iwar behera

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 04:09 PM IST

Sports

Latest News

iswar behera

ବାଲେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ତଥ୍ୟ ଯୋଗାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଇଶ୍ୱର ବେହେରାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୩ ତାରିଖରେ ହେବ। ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହା ଭିତରେ ପ୍ରିଲିମିନାରୀ ଚାର୍ଜସିଟ ଦାଖଲ କରିସାରିଛି। ହେଲେ ଫ।ଇନାଲ ଚାର୍ଜସିଟ ଦାଖଲ ହୋଇନାହିଁ। ଗିରଫଦାରୀକୁ ୬ ମାସ ବିତିଥିବାବେଳେ ଏବେ ଜେଲ ହାଜତରେ ବିଚାରଧୀନ କଏଦୀ ଭାବେ ଅଛନ୍ତି ଇଶ୍ୱର ବେହେରା। ଆସନ୍ତା ୧୩ ତାରିଖରେ ବାଲେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନର ଶୁଣାଣି ଅଛି। ଇଶ୍ୱରଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୧୨୧ ଏ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଧାରା ୩, ୪ ଓ ୫ରେ ମାମଲା ରୁଜୁ ହୋଇଥିଲା। ତେବେ ଇଶ୍ୱରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସେମିତି ଠୋସ ପ୍ରମାଣ ପାଇନଥିବା ତାଙ୍କ ଦୁଇ ଓକିଲ ଅରୁଣ କୁମାର ବେହେରା  ଓ ହରେକୃଷ୍ଣ ଦାସ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୫ ଜାନୁୟାରୀ ୨୩ ରେ ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିଲେ  ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜର କାଜୁଆଲ୍ ଭିଡିଓଗ୍ରାଫର ଈଶ୍ୱର ବେହେରା। ଅଭିଯୋଗ ଥିଲା ଇଶ୍ୱର ଆଇଏସ୍ଆଇକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ଦେଉଥିଲେ। ଏହାପରେ ରାଜ୍ୟରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେପଟେ ମୟୁରଭଞ୍ଜ କଣ୍ଟିପୁର ଗାଁରେ ଇଶ୍ୱରଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଇଶ୍ୱରଙ୍କ ବୁଢା ବାପା ମା। ସେମାନଙ୍କ ଦୃଢ ବିଶ୍ୱାସ ତାଙ୍କ ପୁଅ ର୍ନିଦୋଷ । ସେ ଦୋଷ କରିନାହିଁ। ଅନ୍ୟପକ୍ଷରେ ପୁଅ ଗିରଫ ହେବାପରେ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ। ଏଥଇପାଇଁ ପରିବାରର ଅପେକ୍ଷା ଜୁନ ୧୩ର ଶୁଣାଣିକୁ। ଏହିପରି କୋହ ଭାରା କଣ୍ଠରେ କହିଛନ୍ତି ଇଶ୍ୱରଙ୍କ ବାପାମା ନୀଳକଣ୍ଠ ବେହେରା ଓ  ଶୁକ ବେହେରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story