ଗାଁରେ ବି ହୋମ୍ ଆଇସୋଲେସନରେ ରହିପାରିବେ କରୋନା ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଲକ୍ଷଣ ନଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ-୧୯ ସଂକ୍ରମିତ ରୋଗୀଙ୍କୁ ନିଜ ଘରେ ରହି ଚିକିତ୍ସା ହେବା ପାଇଁ ଆଜି ଅନୁମତି ପ୍ରଦାନ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶରେ ଗତ ଜୁଲାଇ ୧୩ତାରିଖର ନିର୍ଦ୍ଦେଶକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସାମାନ୍ୟ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମ ଅନୁସାରେ ଲକ୍ଷଣ ନଥିବା ଓ […]

coronavirus

coronavirus

Manoranjan Sial
  • Published: Thursday, 23 July 2020
  • Updated: 23 July 2020, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଲକ୍ଷଣ ନଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ-୧୯ ସଂକ୍ରମିତ ରୋଗୀଙ୍କୁ ନିଜ ଘରେ ରହି ଚିକିତ୍ସା ହେବା ପାଇଁ ଆଜି ଅନୁମତି ପ୍ରଦାନ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶରେ ଗତ ଜୁଲାଇ ୧୩ତାରିଖର ନିର୍ଦ୍ଦେଶକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସାମାନ୍ୟ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମ ଅନୁସାରେ ଲକ୍ଷଣ ନଥିବା ଓ ସ୍ୱଳ୍ପ ଲକ୍ଷଣ ଥିବା ଓ ଏକାଧିକ ରୋଗରେ ପୀଡ଼ିତ ନଥିବା ସଂକ୍ରମିତ ରୋଗୀମାନେ ନିଜ ଘରେ ହୋମ୍ ଆଇସୋଲେସନରେ ରହିପାରିବେ। ଉଭୟ ସହରାଂଚଳ ଓ ଗ୍ରାମାଂଚଳର ଏଭଳି ଲକ୍ଷଣ ଥିବା ସମସ୍ତ କରୋନା ସଂକ୍ରମିତ ରୋଗୀଙ୍କୁ ହୋମ୍ ଆଇସୋଲେସନରେ ରହିବା ନିମନ୍ତେ ଅନୁମତି ଦେବାକୁ କୁହାଯାଇଛି। ଯେଉଁ ସଂକ୍ରମିତ ରୋଗୀମାନେ ନିଜ ଘରେ ଆଇସୋଲେସନରେ ରହିବାକୁ ଚାହିଁବେ ଓ ସରକାରଙ୍କ ଗାଇଡଲାଇନ୍ ମାନିବାକୁ ରାଜି ଥିବେ ସେମାନଙ୍କୁ ଅନୁମତି ଦେବାକୁ କୁହାଯାଇଛି। ଗ୍ରାମପଂଚାୟତସ୍ତରରେ ସରପଂଚମାନେ ଅବା ଜିଲ୍ଲାପାଳଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଯେକୌଣସି ଅଫିସର ଏଥିପାଇଁ ନୋଡାଲ୍ ଅଫିସର ଭାବେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୪.୨୨ଲକ୍ଷ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ୨୧,୦୯୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୬୬୬୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story