ପ୍ରଭାତୀଙ୍କ ପାଇଁ ଧାନ କାଟିଲେ ଯବାନ

ଭଦ୍ରକ (ପାର୍ଥସାରଥୀ ନାୟକ): ଚାଷୀ ଓ ଯବାନ୍। ଏହି ଦୁଇଜଣଙ୍କ କାନ୍ଧରେ ଦେଶ ବହୁତ ମାତ୍ରାରେ ନିର୍ଭରଶୀଳ। ଯଦି ଚାଷୀ ଚାଷ ନକରୁଛି, ତାହେଲେ ଦେଶବାସୀଙ୍କୁ ଖାଦ୍ୟର ଅଭାବ ପଡ଼ିବ। ଅନ୍ୟପଟେ ଯବାନଙ୍କ ବିନା ଦେଶ ଅସୁରକ୍ଷିତ। ଆଜି ଆମେ ଏମିତି ଜଣେ ଯବାନଙ୍କ କଥା କହିବାକୁ ଚାହୁଁଛୁ, ଯିଏ ଜଣେ ଅସହାୟ ଓ ବାପ ଛେଉଣ୍ଡ ଝିଅର ସହାୟତା କରି ପ୍ରଶଂସାର ପାତ୍ର ହୋଇଛନ୍ତି। ସେହି ଯବାନ ଜଣକ ହେଉଛନ୍ତି ଜ୍ୟୋତିର୍ମୟ ପାଣ୍ଡବ, ଯିଏ ଆଇଟିବିପିରେ […]

bhadrak

bhadrak

Ranjit Kumar Jena
  • Published: Thursday, 03 December 2020
  • Updated: 03 December 2020, 01:10 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ଚାଷୀ ଓ ଯବାନ୍। ଏହି ଦୁଇଜଣଙ୍କ କାନ୍ଧରେ ଦେଶ ବହୁତ ମାତ୍ରାରେ ନିର୍ଭରଶୀଳ। ଯଦି ଚାଷୀ ଚାଷ ନକରୁଛି, ତାହେଲେ ଦେଶବାସୀଙ୍କୁ ଖାଦ୍ୟର ଅଭାବ ପଡ଼ିବ। ଅନ୍ୟପଟେ ଯବାନଙ୍କ ବିନା ଦେଶ ଅସୁରକ୍ଷିତ। ଆଜି ଆମେ ଏମିତି ଜଣେ ଯବାନଙ୍କ କଥା କହିବାକୁ ଚାହୁଁଛୁ, ଯିଏ ଜଣେ ଅସହାୟ ଓ ବାପ ଛେଉଣ୍ଡ ଝିଅର ସହାୟତା କରି ପ୍ରଶଂସାର ପାତ୍ର ହୋଇଛନ୍ତି।

ସେହି ଯବାନ ଜଣକ ହେଉଛନ୍ତି ଜ୍ୟୋତିର୍ମୟ ପାଣ୍ଡବ, ଯିଏ ଆଇଟିବିପିରେ କାର୍ଯ୍ୟରତ ଅଛନ୍ତି। ଛୁଟିରେ ଆସିଥିବା ଜ୍ୟୋତିର୍ମୟ ଓ ତାଙ୍କର ତିହିଡି ରାଜନଗର ପଞ୍ଚାୟତ ଅନ୍ତର୍ଗତ ଗଦି ଅଞ୍ଚଳର ଜଣେ ଅସହାୟ ଓ ବାପା ଛେଉଣ୍ଡ ଝିଅ କୁମାରୀ ପ୍ରଭାତୀ ନାୟକଙ୍କୁ ସହାୟତାର ହାତ ବଢ଼ାଇଛି। ଆର୍ଥିକ ଅନଟନ ଯୋଗୁ ପ୍ରଭାତୀ ଛୋଟପିଲାଙ୍କୁ ଟ୍ୟୁସନ କରିବା ସହ ନିଜେ ଧାନ ଚାଷ କରିଛନ୍ତି। ଅର୍ଥ ଅଭାବରୁ ପ୍ରଭାତୀ ଜମିରେ ଲୋକ ଡକାଇ କାମକରି ପାରୁନଥିଲେ।

ତେଣୁ ବହୁ କଷ୍ଟରେ ନିଜେ ଧାନ ରୋଇଥିଲେ, ଏବେ ନିଜେ ଧାନରେ ବାଉଁଶ ଦେଇ ଧାନ କାଟୁଛନ୍ତି। ଏହି ଖବର ଜାଣିବା ପରେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡଵ ଓ ତିହିଡିର ଜୀବନ ଜ୍ୟୋତି ସଙ୍ଗଠନ ଉକ୍ତ ଜମିରେ ପହଞ୍ଚି ପ୍ରଭାତୀଙ୍କ ସହ ଧାନ କାଟିଥିଲେ। LAW ପାସ୍ କରିଥିବା ପ୍ରଭାତୀ ଭବିଷ୍ୟତରେ ଜଣେ ସୁଦକ୍ଷ ଓକିଲ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଏହାଦ୍ୱାରା ଝିଅର କଷ୍ଟକୁ ସାମାନ୍ୟ କମ୍ କରିବାକୁ ଉଦ୍ୟମ କରିଛନ୍ତି ଏହି ଯବାନ ଓ ତାଙ୍କ ଟିମ। ବାପ ଛେଉଣ୍ଡ ଝିଅଟି ନିଜେ ସଂଘର୍ଷ କରି ଧାନ କାଟିବା ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ଧାନ କାଟିବାରେ ସହଯୋଗ କରିଥିବାରୁ ଆଇଟିବିପିର ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତୀ। ଏହାସହ ପ୍ରଭାତୀ ସରକାରୀ ଆର୍ଥିକ ସହାୟତା ମିଳିପାରିଲେ ଓକିଲାତି କରିବା ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story