ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀ ନଷ୍ଟ ପଦାର୍ଥରୁ କରିପାରିଛନ୍ତି ଶ୍ରେଷ୍ଠ ସୃଷ୍ଟି। ୱାର୍କସପ୍ ଗୁଡିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ ତଥା ଅଦରକାରୀ ଜିନିଷରୁ ତିଆରି ହେଉଛି ବହୁ ସୁନ୍ଦର ପ୍ରତିକୃତି। ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଜୀବନ୍ତ ହୋଇଉଠିଛି ଏହି ଅଦରକାରୀ ପଦାର୍ଥ। ଏବେ ସେହି ସ୍କ୍ରାପରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର। ଏହି ପ୍ରତିକୃତି ତିଆରି କରିବା ଦ୍ୱାରା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହେଉଛି। ବ୍ରହ୍ମପୁର ସରକାରୀ […]

tyyooooo

tyyooooo

Tapaswini Nayak
  • Published: Tuesday, 20 November 2018
  • Updated: 20 November 2018, 01:23 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀ ନଷ୍ଟ ପଦାର୍ଥରୁ କରିପାରିଛନ୍ତି ଶ୍ରେଷ୍ଠ ସୃଷ୍ଟି। ୱାର୍କସପ୍ ଗୁଡିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ ତଥା ଅଦରକାରୀ ଜିନିଷରୁ ତିଆରି ହେଉଛି ବହୁ ସୁନ୍ଦର ପ୍ରତିକୃତି। ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଜୀବନ୍ତ ହୋଇଉଠିଛି ଏହି ଅଦରକାରୀ ପଦାର୍ଥ। ଏବେ ସେହି ସ୍କ୍ରାପରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର। ଏହି ପ୍ରତିକୃତି ତିଆରି କରିବା ଦ୍ୱାରା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହେଉଛି।

ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍କ୍ରାପ ମ୍ୟୁଜିୟମରେ ନିର୍ମାଣ ଚାଲିଛି ବିଶାଳକାୟ ହଲିଉଡ ଫିଲ୍ମର ନେଗେଟିଭ ଚରିତ୍ର ପ୍ରିଡେଟର। ଦୀର୍ଘ ୧୨ ଫୁଟ ଉଚ୍ଚ, ୫୫୦ କିଲୋ ଓଜନର ଏହି ପ୍ରତିକୃତି ବନାଉଛନ୍ତି ଛାତ୍ରଛାତ୍ରୀମାନେ।

ଏଥିରେ ସହାୟତା କରୁଛନ୍ତି ଫିଟର, ୱେଲଡର, ଟର୍ଣ୍ଣର, ମେସିନିଷ୍ଟ, ପେଣ୍ଟର ଆଦିର ଶିକ୍ଷକମାନେ। ଏହି ପ୍ରିଡେଟର ତିଆରି ହେଉଛି ପୁରୁଣା ଟ୍ରକ, ମୋଟର ସାଇକେଲ, ଖଣ୍ଡିଆ ଲୁହା ସିଟର ସ୍କ୍ରାପରୁ। ଏଭଳିକି ଟ୍ରାକ୍ଟର ଇଞ୍ଜିନ ଗିଅର, ୟରରିଙ୍ଗ, ଚେନ୍ ମଧ୍ୟ ବ୍ୟବହାର କରାଇଛି।

rttt9000

ବିଶାଳକାୟ ପ୍ରିଡେଟରକୁ ତିଆରି କରିବାକୁ ୧୫ରୁ ୨୦ ଦିନ ଲାଗିଲାଣି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ପ୍ରିଡେଟର ନିର୍ମାଣ ଶେଷ ହେବା ପରେ ଏହା ବ୍ରହ୍ମପରବାସୀଙ୍କୁ ଉତ୍ସର୍ଗ କରାଯିବ। ଏହାକୁ ଦେଖି ଆଇଟିଆଇ ଶିକ୍ଷାର ଜ୍ଞାନ କୌଶଳ ବିଷୟରେ ଲୋକେ ଜାଣିପାରିବେ ଓ ଟେକ୍ନିକାଲ ପଢ଼ା ପ୍ରତି ଆଗ୍ରହ ବଢ଼ିବ ବୋଲି କଲେଜ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି।

ଏହାସହ ସ୍କ୍ରାପ ମ୍ୟୁଜିୟମରେ ଭିନ୍ନ ସାମଗ୍ରୀ ନିର୍ମାଣ କରୁଛନ୍ତି ଛାତ୍ରଛାତ୍ରୀ। ସିରିଞ୍ଜରେ ଜେସିବି ମେସିନ୍ ତିଆରି କରିଛନ୍ତି ଛାତ୍ରଛାତ୍ରୀ। ସେହିଭଳି ବାଇକ ପ୍ଲଗପିନ୍, ଆଉ କିଛି ଲୁହାରଡ଼ରେ ତିଆରି ହୋଇଛି ଯୁଦ୍ଧ ହେଲିକପ୍ଟର। ପୁରୁଣା ଟାୟାରକୁ କାଟି ତିଆରି ହୋଇଛି ଚେୟାର ଓ ଟେବୁଲ।

ଖାଲି ଏତିକି ନୁହେଁ ଭିତରେ ସୁଦର୍ଶନ ଚକ୍ର, ଯୁଦ୍ଧ ଟ୍ୟାଙ୍କର, ମିସାଇଲ, ସାଇକେଲ କ୍ରାଙ୍ଗକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଘଡ଼ି, ଟ୍ରେନ ଭଳି ଆକର୍ଷଣୀୟ ସାମଗ୍ରୀ।

https://youtu.be/LmNq3-7Jnh8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story