ଖୁବଶୀଘ୍ର ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରୁ ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ। ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି। ଆଜି ସେ ଦିଲ୍ଲୀ ଏମ୍‌ସରେ ଜଗା, କାଳିଆଙ୍କୁ ଦେଖା କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି। ଶାଳିନୀ ପଣ୍ଡିତ କହିଛନ୍ତି,“ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହିତ ଆଜି ଆମର ଆଲୋଚନା ହୋଇଥିଲା। ଜଗା,କାଳିଆ ଏବେ ଡିସ୍‌ଚାର୍ଜ ପାଇଁ […]

jagakalia

jagakalia

Jitendra Garnayak
  • Published: Saturday, 29 June 2019
  • Updated: 29 June 2019, 03:02 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍‌ସରୁ ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗା-କାଳିଆ। ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି। ଆଜି ସେ ଦିଲ୍ଲୀ ଏମ୍‌ସରେ ଜଗା, କାଳିଆଙ୍କୁ ଦେଖା କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି।

ଶାଳିନୀ ପଣ୍ଡିତ କହିଛନ୍ତି,“ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହିତ ଆଜି ଆମର ଆଲୋଚନା ହୋଇଥିଲା। ଜଗା,କାଳିଆ ଏବେ ଡିସ୍‌ଚାର୍ଜ ପାଇଁ ପ୍ରସ୍ତୁତ ଥିବା ସେମାନେ କହିଛନ୍ତି। ତେବେ ସେମାନଙ୍କୁ କିପରି ଓଡ଼ିଶା ନିଆଯିବ, ସେନେଇ ଏମ୍‌ସ କର୍ତ୍ତୃପକ୍ଷ ଆମକୁ ଏକ ମେଡିକାଲ୍‌ ଆଡଭାଇଜରୀ ଦେବେ। ଡିସ୍‌ଚାର୍ଜ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇ ନାହିଁ। ଡିସଚାର୍ଜ ପରେ ଜଗା, କାଳିଆଙ୍କର କିପରି ଚିକିତ୍ସା ହେବ, ସେ ନେଇ ବି ଆଲୋଚନା ହୋଇଛି।”

ସେ ଆହୁରି କହିଛନ୍ତି,“ସେମାନେ ଓଡ଼ିଶାରେ ପହଞ୍ଚିବା ପରେ ସଙ୍ଗେସଙ୍ଗେ ଘରକୁ ଯିବେନି। ସେମାନେ କୌଣସି ଡାକ୍ତରଖାନାରେ ରହିବେ।”

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଜଗା-ବଳିଆ ଭୁବନେଶ୍ୱର ଏମ୍‌ସ କିମ୍ବା ଆପୋଲ୍‌, ଯେଉଁଠି ଚାହିଁବେ ରହିପାରିବେ। ରାଜ୍ୟ ସରକାର ଏଠାରେ ବି ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ।

ଜଗାର ଅବସ୍ଥା ଭଲ ଥିବା ବେଳେ କାଳିଆର ଅବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି।

ଯୋଡ଼ା ମୁଣ୍ଡ ଅବସ୍ଥାରେ କନ୍ଧମାଳ ଅଞ୍ଚଳର ଜଗା, କାଳିଆଙ୍କୁ ୨୦୧୭ରେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅସ୍ତ୍ରୋପଚାର କରାଯାଇ ଦୁହିଁଙ୍କୁ ଅଲଗା କରାଯାଇଥିଲା। ସେବେଠାରୁ ନୂଆଦିଲ୍ଲୀ ଏମ୍‌ରେ ଦୁଇ ଶିଶୁଙ୍କ ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story