ବାରିପଦାରେ ଚାଲିଛି ମା’ ଜଗଦ୍ଧାତ୍ରୀଙ୍କ ପୂଜା

ବାରିପଦା(ମାଣିକ ଲାଲ): ମହାମାରୀ କୋଭିଡ୍‌ କଟକଣା ଭିତରେ ବାରିପଦାରେ ଆରମ୍ଭ ହୋଇଛି ମା’ ଜଗଦ୍ଧାତ୍ରୀ ପୂଜା। ଦୀର୍ଘ ୬୭ ବର୍ଷ ଧରି ଏହି ପୂଜା ଚାଲିଆସୁଛି। ବିଶ୍ୱାସ ରହିଛି, ମାଆ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। କରୋନା କଟଗଣା ଭିତରେ ଭକ୍ତମାନେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି। ମା’ ଜଗଦ୍ଧାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କ ଶାନ୍ତ ସ୍ୱରୂପା ରୂପ। ମା’ ମହଲଷ୍ମୀ, ମହାକାଳୀ ଆଉ ମହାସରସ୍ୱତୀଙ୍କ ଏକ ରୂପରେ ମୋନକାମନା ଦେବୀ ଭାବେ ପୂଜା କରିଥାନ୍ତି ଭକ୍ତ। […]

baripada

baripada

Manoranjan Sial
  • Published: Tuesday, 24 November 2020
  • Updated: 24 November 2020, 06:50 PM IST

Sports

Latest News

ବାରିପଦା(ମାଣିକ ଲାଲ): ମହାମାରୀ କୋଭିଡ୍‌ କଟକଣା ଭିତରେ ବାରିପଦାରେ ଆରମ୍ଭ ହୋଇଛି ମା’ ଜଗଦ୍ଧାତ୍ରୀ ପୂଜା। ଦୀର୍ଘ ୬୭ ବର୍ଷ ଧରି ଏହି ପୂଜା ଚାଲିଆସୁଛି। ବିଶ୍ୱାସ ରହିଛି, ମାଆ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। କରୋନା କଟଗଣା ଭିତରେ ଭକ୍ତମାନେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି।

ମା’ ଜଗଦ୍ଧାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କ ଶାନ୍ତ ସ୍ୱରୂପା ରୂପ। ମା’ ମହଲଷ୍ମୀ, ମହାକାଳୀ ଆଉ ମହାସରସ୍ୱତୀଙ୍କ ଏକ ରୂପରେ ମୋନକାମନା ଦେବୀ ଭାବେ ପୂଜା କରିଥାନ୍ତି ଭକ୍ତ। ମା’ ଜଗଦ୍ଧାତ୍ରୀ ସମସ୍ତଙ୍କ ମନସ୍କାମନା ପୂରଣ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଚଳିତବର୍ଷ ମହାମାରୀ କରୋନା ଯୋଗୁ ବାରିପଦାର ଜଗଦ୍ଧାତ୍ରୀ ମେଳା ପଡ଼ିଆରେ ଚାଲିଥିବା ମାଆଙ୍କ ପୂଜା ନିରାଡାମ୍ବରରେ ଚାଲିଛି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story