ବାରିପଦା(ମାଣିକ ଲାଲ): ମହାମାରୀ କୋଭିଡ୍ କଟକଣା ଭିତରେ ବାରିପଦାରେ ଆରମ୍ଭ ହୋଇଛି ମା’ ଜଗଦ୍ଧାତ୍ରୀ ପୂଜା। ଦୀର୍ଘ ୬୭ ବର୍ଷ ଧରି ଏହି ପୂଜା ଚାଲିଆସୁଛି। ବିଶ୍ୱାସ ରହିଛି, ମାଆ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। କରୋନା କଟଗଣା ଭିତରେ ଭକ୍ତମାନେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି।
ମା’ ଜଗଦ୍ଧାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କ ଶାନ୍ତ ସ୍ୱରୂପା ରୂପ। ମା’ ମହଲଷ୍ମୀ, ମହାକାଳୀ ଆଉ ମହାସରସ୍ୱତୀଙ୍କ ଏକ ରୂପରେ ମୋନକାମନା ଦେବୀ ଭାବେ ପୂଜା କରିଥାନ୍ତି ଭକ୍ତ। ମା’ ଜଗଦ୍ଧାତ୍ରୀ ସମସ୍ତଙ୍କ ମନସ୍କାମନା ପୂରଣ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଚଳିତବର୍ଷ ମହାମାରୀ କରୋନା ଯୋଗୁ ବାରିପଦାର ଜଗଦ୍ଧାତ୍ରୀ ମେଳା ପଡ଼ିଆରେ ଚାଲିଥିବା ମାଆଙ୍କ ପୂଜା ନିରାଡାମ୍ବରରେ ଚାଲିଛି। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।