ଜଗମୋହନ ମରାମତିର ସତ୍ୟପାଠ ହାଇକୋର୍ଟରେ ଦାଖଲ

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 04:49 PM IST
<p>କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ହାଇକୋର୍ଟରେ ଏଏସ୍&zwnj;ଆଇ ଦାଖଲ କରିଛି। ବେହରଣ ଦ୍ୱାର ମରାମତି କାମ ଫେବ୍ରୁଆରୀ ସୁଦ୍ଧା ସରିବ ବୋଲି ସତ୍ୟପାଠରେ ଏଏସ୍&zwnj;ଆଇ ଦର୍ଶାଇଛି।</p> <p>ଏହାସହ ଗରୁଡ଼ସ୍ତମ୍ଭ ବିମ୍ ମରାମତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ସୁଦ୍ଧା ଗରୁଡ ସ୍ତମ୍ଭ ବିମ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।</p>

Related story