ଜଗତସିଂହପୁର: ବସ୍ ଓଲଟି ୩ ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ-କନ୍ଦରପୁର ରାସ୍ତାରେ ପାକନପୁର ଛକରେ ଆଜି ଏକ ଘରୋଇ ବସ୍ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅଷ୍ଟଶମ୍ଭୁ ନାମକ ବସଟି କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

bus accident

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 09:42 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ-କନ୍ଦରପୁର ରାସ୍ତାରେ ପାକନପୁର ଛକରେ ଆଜି ଏକ ଘରୋଇ ବସ୍ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଅଷ୍ଟଶମ୍ଭୁ ନାମକ ବସଟି କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related story