ମାସ୍କ ପିନ୍ଧି ନଥିବାରୁ ନାବାଳକକୁ ପିଟି ହାବିଲ୍‌ଦାର ସସ୍‌ପେଣ୍ଡ୍‌

ପାରାଦୀପ (ଓଡ଼ିଶା ରିପୋର୍ଟର): ମାସ୍କ ପିନ୍ଧି ନଥିବାରୁ ନାବାଳକକୁ ପ୍ଲାଷ୍ଟିକ ପାଇପ୍‌ରେ ଅମାନୁଷିକ ଭାବେ ପିଟି ଥିଲେ ହାବିଲ୍‌ଦାର। ଏଥିପାଇଁ ସେ ସସପେଣ୍ଡ ହୋଇଛନ୍ତି। ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନାର ହାବିଲଦାର ବିଦ୍ୟାଧର ପରିଡାଙ୍କୁ ଜଗତସିଂହପୁର ଏସ୍‌ପି ଆଜି ସସ୍‌ପେଣ୍ଡ କରିଛନ୍ତି। ସସପେନସନ୍ ଅବଧି ଭିତରେ ସେ ରିଜର୍ଭ ଇନ୍ସପେକ୍ଟରଙ୍କ ନିୟନ୍ତ୍ରଣରେ ରହିବେ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କୁ ଏସ୍‌ପି ନିଲମ୍ବନ କରିଛନ୍ତି ଏସ୍‌ପି। ଗତକାଲି ସନ୍ଧ୍ୟାରେ ପାଣି ଆଣିବାକୁ ଷଣ୍ଢକୁଦ ବସ୍ତିର ୧୨ […]

Jagatsinghpur

Jagatsinghpur

Manoranjan Sial
  • Published: Monday, 03 May 2021
  • Updated: 03 May 2021, 10:51 PM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ମାସ୍କ ପିନ୍ଧି ନଥିବାରୁ ନାବାଳକକୁ ପ୍ଲାଷ୍ଟିକ ପାଇପ୍‌ରେ ଅମାନୁଷିକ ଭାବେ ପିଟି ଥିଲେ ହାବିଲ୍‌ଦାର। ଏଥିପାଇଁ ସେ ସସପେଣ୍ଡ ହୋଇଛନ୍ତି। ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନାର ହାବିଲଦାର ବିଦ୍ୟାଧର ପରିଡାଙ୍କୁ ଜଗତସିଂହପୁର ଏସ୍‌ପି ଆଜି ସସ୍‌ପେଣ୍ଡ କରିଛନ୍ତି। ସସପେନସନ୍ ଅବଧି ଭିତରେ ସେ ରିଜର୍ଭ ଇନ୍ସପେକ୍ଟରଙ୍କ ନିୟନ୍ତ୍ରଣରେ ରହିବେ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କୁ ଏସ୍‌ପି ନିଲମ୍ବନ କରିଛନ୍ତି ଏସ୍‌ପି।

ଗତକାଲି ସନ୍ଧ୍ୟାରେ ପାଣି ଆଣିବାକୁ ଷଣ୍ଢକୁଦ ବସ୍ତିର ୧୨ ବର୍ଷର ନାବାଳକକୁ ହାବିଲଦାର ବିଦ୍ୟାଧର ପ୍ଲାଷ୍ଟିକ ପାଇପ୍‌ରେ ପ୍ରବଳ ପିଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁତର ଅବସ୍ଥାରେ ତାକୁ ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଥିଲେ ଜଟାଧାର ମୁହାଣ ଥାନା ଅଧିକାରୀ। ସେ କହିଥିଲେ, ମାସ୍କ ପିନ୍ଧି ନଥିବାରୁ ପାଇପ୍‌ ବୁଲାଉ ବୁଲାଉ ତା’ ଦେହରେ ବାଜି ଯାଇଥିଲା।

ହାବିଲ୍‌ଦାରଙ୍କ ଏପରି ଅମାନୁଷିକ କାର୍ଯ୍ୟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜଗତସିଂହପୁର ଏସ୍‌ପି। ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story