ଜଗତସିଂହପୁର: ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୨୦୦ ଯୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର: ଜଗତସିଂହପୁର ସହର ସ୍ଥିତ ନିମାଇଁ ଭବନ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଯୋଗଦେଇ ଏହାକୁ ଉଦ‌ଘାଟନ କରିଥିଲେ। ଶିବିରରେ ବିଜୁ ଜନତା ଦଳର ବହୁ ନେତା, କର୍ମୀ ଓ ଛାତ୍ରଛାତ୍ରୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ।

j

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 12:37 PM IST

Related story