ଜଗତସିଂହପୁର: ଆରଡି ଅଫିସ ଗୁଳିକାଣ୍ଡ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆରଡି ଅଫିସ ଜଗୁଆଳୀ ସୋମନାଥ ଦାସ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୁଲୁ ଜେନା ଓରଫ ପରମାନନ୍ଦ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୫ଟି ମୋବାଇଲ ଆଉ ୨ଟି ବାଇକ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ୪ରୁ ୫ ଜଣ ଏବେ ବି ଫେରାର ଥିବା ପୋଲିସ କହିଛି । ଆର ଡି ଅଫିସରେ ଠିକାଦାରମାନଙ୍କ ଅସାମାଜିକ କାର୍ଯ୍ୟକୁ […]

jagatsingpur

jagatsingpur

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 10:34 AM IST

Sports

Latest News

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆରଡି ଅଫିସ ଜଗୁଆଳୀ ସୋମନାଥ ଦାସ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୁଲୁ ଜେନା ଓରଫ ପରମାନନ୍ଦ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୫ଟି ମୋବାଇଲ ଆଉ ୨ଟି ବାଇକ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ୪ରୁ ୫ ଜଣ ଏବେ ବି ଫେରାର ଥିବା ପୋଲିସ କହିଛି । ଆର ଡି ଅଫିସରେ ଠିକାଦାରମାନଙ୍କ ଅସାମାଜିକ କାର୍ଯ୍ୟକୁ ସୋମନାଥ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୁକ୍ତମାନେ କହିଥିବା ଜଗତସିଂପୁର ଏସପି କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ବୁଲୁ ଜେନା ନାଁରେ ପୂର୍ବରୁ ୨୧ଟି ଓ ଗିରଫ ହୋଉଥିବା ତା ସହଯୋଗୀ ବାବୁନା ରାଏ ନାଁରେ ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି। ଗତ ମେ ୨୩ ତାରିଖରେ ଜଗତସିଂହପୁର ଆରଡି ଅଫିସ୍ ପରିସରରେ ରାତ୍ରୀ ଜଗୁଆଳୀ ଭାବେ କାମ କରୁଥିବା ସୋମନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story