ଜେଲରୁ ମୁକୁଳିଲେ ରଜତ

ଭୁବନେଶ୍ୱର: ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଜେଲରୁ ମୁକୁଳିଛନ୍ତି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କ ନେଇ ସିବିଆଇ ତାଙ୍କୁ ଗିରଫ କରିବା ପରେ ସେ ଜେଲ୍‌ରେ ଥିଲେ। ଗିରଫ ପରେ କଂଗ୍ରେସର ଯୁବ ସଭାପତି ପଦରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ସର୍ତ୍ତମୂଳକ ଜାମିନ ମିଳିବା ପରେ ରଜତ ଗତକାଲି ସନ୍ଧ୍ୟାରେ ଜେଲରୁ ମୁକୁଳି ଥିଲେ। ଜଲ୍‌ରୁ ମୁକୁଳିବା ପରେ ରଜତ କହିଛନ୍ତି,“ମୁଁ ଆଗରୁ ରାଜନୀତିରେ ଥିଲି ଓ ଏବେ ବି ରହିବି। ଓଡ଼ିଶାର ଛାତ୍ର ଓ […]

congress

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 09:29 AM IST

ଭୁବନେଶ୍ୱର: ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଜେଲରୁ ମୁକୁଳିଛନ୍ତି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଲିଙ୍କ ନେଇ ସିବିଆଇ ତାଙ୍କୁ ଗିରଫ କରିବା ପରେ ସେ ଜେଲ୍‌ରେ ଥିଲେ। ଗିରଫ ପରେ କଂଗ୍ରେସର ଯୁବ ସଭାପତି ପଦରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।

ସର୍ତ୍ତମୂଳକ ଜାମିନ ମିଳିବା ପରେ ରଜତ ଗତକାଲି ସନ୍ଧ୍ୟାରେ ଜେଲରୁ ମୁକୁଳି ଥିଲେ।

ଜଲ୍‌ରୁ ମୁକୁଳିବା ପରେ ରଜତ କହିଛନ୍ତି,“ମୁଁ ଆଗରୁ ରାଜନୀତିରେ ଥିଲି ଓ ଏବେ ବି ରହିବି। ଓଡ଼ିଶାର ଛାତ୍ର ଓ ଯୁବକଙ୍କ ପାଇଁ ମୋର ସଂଘର୍ଷ ଜାରି ରହିବ। ରାଜନୀତି କରି ଯଦି ମୁଁ କିଛି ଭୁଲ କରିଛି ସେ ଭୁଲ ବାରମ୍ବାର କରିବି।”

Related story