ଯାଜପୁର: ୯ ଜଣ ଡକାୟତ ଗିରଫ

ଯାଜପୁର: ଧର୍ମଶାଳା ପୋଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।ଦେଉଳି ପାହାଡ ନିକଟରେ ଅଭଯୁକ୍ତମାନେ ଡକାୟତି ଯୋଜନା କରୁଥିବା ବେଳେ ବୁଧବାର ରାତିରେ ପୋଲିସ ଚଢାଉ କରି ୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା।ଗିରଫ ଅଭିଯୁକ୍ତ ପାଖରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର, ନଗଦ ୪୦ହଜାର ଟଙ୍କା, ସୁନା ଚେନ, କାନଫୁଲ, ୩ଟି ମୋବାଇଲ ସମେତ ୫ଟି ଚୋରା ବାଇକ ଜବତ […]

photo

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 06:17 PM IST

ଯାଜପୁର: ଧର୍ମଶାଳା ପୋଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।ଦେଉଳି ପାହାଡ ନିକଟରେ ଅଭଯୁକ୍ତମାନେ ଡକାୟତି ଯୋଜନା କରୁଥିବା ବେଳେ ବୁଧବାର ରାତିରେ ପୋଲିସ ଚଢାଉ କରି ୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା।ଗିରଫ ଅଭିଯୁକ୍ତ ପାଖରୁ ପୋଲିସ ବିଭିନ୍ନ ମାରଣାସ୍ତ୍ର, ନଗଦ ୪୦ହଜାର ଟଙ୍କା, ସୁନା ଚେନ, କାନଫୁଲ, ୩ଟି ମୋବାଇଲ ସମେତ ୫ଟି ଚୋରା ବାଇକ ଜବତ କରିଛି।ଏମାନଙ୍କ ନାମରେ କେନ୍ଦୁଝର, ଭଦ୍ରକ, ଯାଜପୁର ଆଦି ଜିଲାର ବିଭିନ୍ନ ଥାନାରେ ଏକାଧିକ ଡକାୟତି ଓ ରାହାଜାନୀ ମାମଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି।

Related story