ଯାଜପୁର: ବାଲାଟ ପେପରରେ ନାହିଁ ସରପଞ୍ଚଙ୍କ ଚିହ୍ନ, ଭୋଟ ବନ୍ଦ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ କାନତୋରା ପଞ୍ଚାୟତରେ ବାଲାଟ ପେପରରେ ପ୍ରାର୍ଥୀଙ୍କ ଚିହ୍ନ ନ ଥିବାରୁ ଭୋଟ ଗ୍ରହଣ ବନ୍ଦ ରହିଛି। ଆଜି ଭୋଟ ଆରମ୍ଭ ହେବା ପରେ ପୂର୍ବକୋଟ ଗାଁର ୧୦ ଓ ୧୧ ନମ୍ବର ବୁଥ୍‌ ବାଲାଟ ପେପରରେ ୨ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଚିହ୍ନ ନ ଥିବା ଜଣାପଡିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ଦୁଇ ବୁଥ୍‌ରେ ଭୋଟ ଗ୍ରହଣ ବନ୍ଦ ରହିଛି।

jajpur

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 10:09 AM IST

Related story