‘ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି ଯାଜପୁର ଜିଲ୍ଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୩ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ୩୬୮ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଛି। କ୍ଷମତା ଅନ୍ଧରେ ଶାସକ ବିଜେଡି ଅହଙ୍କାରୀ ଓ ବଳାତ୍କାରୀ ପାଲଟିଛି। ରାଜ୍ୟରେ ହେଉଥିବା ସମସ୍ତ ଦୁଷ୍କର୍ମ ଘଟଣାରେ ବିଜେଡିର ଲିଙ୍କ୍ ଥିବା ପ୍ରମାଣ ମିଳୁଛି। ଯେଉଁଥିପାଇଁ ଯାଜପୁର ଜିଲ୍ଲା ଏବେ ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। […]

lekhasri-SAMANTSINHAR-FINAL

lekhasri-SAMANTSINHAR-FINAL

Manoranjan Sial
  • Published: Monday, 02 March 2020
  • Updated: 02 March 2020, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୩ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ୩୬୮ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଛି। କ୍ଷମତା ଅନ୍ଧରେ ଶାସକ ବିଜେଡି ଅହଙ୍କାରୀ ଓ ବଳାତ୍କାରୀ ପାଲଟିଛି। ରାଜ୍ୟରେ ହେଉଥିବା ସମସ୍ତ ଦୁଷ୍କର୍ମ ଘଟଣାରେ ବିଜେଡିର ଲିଙ୍କ୍ ଥିବା ପ୍ରମାଣ ମିଳୁଛି। ଯେଉଁଥିପାଇଁ ଯାଜପୁର ଜିଲ୍ଲା ଏବେ ନାବାଳିକା ଦୁଷ୍କର୍ମର ହବ୍ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି। ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଂଚାୟତ ୧ ନମ୍ବର ୱାର୍ଡର ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକା ସହ ପୂର୍ବତନ ବିଜେଡି ସରପଞ୍ଚ ତଥା ବିଜେଡି ଯୁବ ସଭାପତି ସୁବାଷ ଖୁଣ୍ଟିଆ ଦୁଷ୍କର୍ମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ସେ ଅଭିଯୋଗ କରିଛନ୍ତିା

ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ସଭାପତି ସୁବାଷ ଖୁଂଟିଆ ନାବାଳିକା ଆଦିବାସୀ ଝିଅକୁ ଗୋଟିଏ ସ୍ଥାନରେ ବନ୍ଧକ ବନାଇ ଲଗାତାର ଦୁଷ୍କର୍ମ କରିଚାଲିଥିଲ।। କୌଶଳକ୍ରମେ ପୀଡିତା ଜଣକ ସେ ସ୍ଥାନରୁ ଖସି ଆସିବା ପରେ ଅଭିଯୁକ୍ତର ସାନ ଭାଇ ପୁଣି ଥରେ ତାକୁ ଅପହରଣ କରି ନିଜ ଘରକୁ ନେଇ ଦୁଷ୍କର୍ମ କରିଛନ୍ତିା ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟା ପୀଡ଼ିତାଜଣକ ଘରକୁ ଫେରିବା ପରେ ବି ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓ ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ ମନୋଜ ରାଉତ ଥାନାରେ ଆପୋଷ ବୁଝାମଣା କରି କେସକୁ ରଫାଦଫା କରିବା ପାଇଁ ପୀଡ଼ିତାର ବାପାଙ୍କୁ ଧମକ ଦେଇଛନ୍ତିା ବାରମ୍ବାର ଯାଜପୁର ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଚାଲିଛି।

ବିଗତ ୩ ବର୍ଷ ମଧ୍ୟରେ ୩୬୮ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରାଯାଇଛି। ପୂର୍ବରୁ ଧର୍ମଶାଳାରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲା, କଣ୍ଟିଗଡ଼ିଆ ନାବାଳିକା ଝିଅକୁ ବନ୍ଧୁକ ଏବଂ ଛୁରୀ ମୁନରେ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ଘଟିବା ପରେ ବି ପୋଲିସ କେବଳ ଦେଖଣାହାରୀ ସାଜିଛି। ଯାଜପୁର ଜିଲ୍ଲା ଏବେ ନାବାଳିକା ଦୁଷ୍କର୍ମର ହବ ପାଲଟିଛି। ଶାସକ ଦଳ ନିର୍ଦ୍ଦେଶରେ ଅପରାଧୀଙ୍କୁ ପୁଲିସ୍ ସୁରକ୍ଷା ଦେଇଚାଲିଛି । ଯାଜପୁର ଜିଲ୍ଲାରେ ବିଜେଡିର ମହିଳା ସାଂସଦ ଏବଂ ସମସ୍ତ ବିଜେଡି ବିଧାୟକ ରହି ମଧ୍ୟ ନାରୀ ସୁରକ୍ଷା ଦିଗରେ କିପରି କାର୍ଯ୍ୟ କରୁଛନ୍ତି ତାହା ବିଗତ ଦିନ ଘଟଣାରୁ ସ୍ପଷ୍ଟ ହେଉଛି। ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ଓ ପୀଡ଼ିତାର ପରିବାରକୁ ସୁରକ୍ଷା ପ୍ରଦାନ କରନ୍ତୁ। ଶାସକ ଦଳ ନେତା ଓ କର୍ମୀମାନେ ଏଭଳି କୁକର୍ମରୁ ନିଜକୁ ଦୂରେଇ ନରଖିଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story