ଛାତ୍ରଛାତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିଲା ଚାଲ୍‌ବାଜ୍‌ ଠକ, ବାନ୍ଧିଲା ପୁଲିସ୍‌

ଯାଜପୁର (ଗୁଲାମ ଗସ୍‌): ଆଉ ଜଣେ ଚାଲ୍‌ବାଜ୍‌ ଠକ ଗିରଫ ହୋଇଛି। ଆନ୍ଧ୍ରପ୍ରଦେଶରେ ବିଇଡି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଇବା ପରେ ଆନ୍ଧ୍ରରେ ଆତ୍ମଗୋପନ କରିଥିଲା ଅଭିଯୁକ୍ତ। ଏନେଇ ଅଭିଯୋଗ ହେବା ପରେ ଯାଜପୁର ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଧର୍ମଶାଳା ଥାନା କଣିପାଟିଆ ଗାଁର ଅଭିଜିତ ଦାସ, ଆନ୍ଧ୍ରପ୍ରଦେଶରେ ବିଇଡି କରାଇ ଦେବାକୁ କହି ପିଲା ପିଛା ୨୦ […]

Jajpur

Jajpur

Manoranjan Sial
  • Published: Thursday, 15 September 2022
  • Updated: 15 September 2022, 09:03 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ଆଉ ଜଣେ ଚାଲ୍‌ବାଜ୍‌ ଠକ ଗିରଫ ହୋଇଛି। ଆନ୍ଧ୍ରପ୍ରଦେଶରେ ବିଇଡି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଇବା ପରେ ଆନ୍ଧ୍ରରେ ଆତ୍ମଗୋପନ କରିଥିଲା ଅଭିଯୁକ୍ତ। ଏନେଇ ଅଭିଯୋଗ ହେବା ପରେ ଯାଜପୁର ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଧର୍ମଶାଳା ଥାନା କଣିପାଟିଆ ଗାଁର ଅଭିଜିତ ଦାସ, ଆନ୍ଧ୍ରପ୍ରଦେଶରେ ବିଇଡି କରାଇ ଦେବାକୁ କହି ପିଲା ପିଛା ୨୦ ହଜାର ଟଙ୍କା ଓ ସ୍କୁଲ କଲଜେର ସାର୍ଟିଫିକେଟ ନେଇଥିଲା। ଜୁଲାଇ ୨୧ ତାରିଖରେ ଆନ୍ଧ୍ରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପରୀକ୍ଷା ହେବାର ଥିଲା। ସେଥିପାଇଁ ୧୯ ତାରିଖ ସକାଳେ ଜାରକାଠାରେ ପହଞ୍ଚିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ କହିଥିଲା ଅଭିଜିତ। ଏକଥା ଶୁଣିବା ପରେ ୪୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜାରକାରେ ପହଞ୍ଚି ଥିଲେ। ହେଲେ ଆନ୍ଧ୍ର ଯିବାକୁ ଥିବା ବସ୍‌ ଆସିନଥିଲା କି ଅଭିଜିତଙ୍କ ଦେଖା ମିଳିନଥିଲା। ବହୁ ସମୟ ଧରି ଅପେକ୍ଷା କରିବା ପରେ ଛାତ୍ରଛାତ୍ରୀମାନେ ଅଭିଜିତଙ୍କୁ ଫୋନ୍‌ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍‌ ନମ୍ୱର ବନ୍ଦ ରହିଥିଲା।

ଛାତ୍ରଛାତ୍ରୀ ୨୧ ତାରିଖରେ ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଜିତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ହେଲେ ଚତୁର ଅଭିଜିତ କାଇଦା କରି ଓଡ଼ିଶାରୁ ଚମ୍ପଟ ମାରିଥିଲା। ସେ ଆନ୍ଧ୍ରପ୍ରଦେଶରେ ଆତ୍ମ ଗୋପନ କରିଥିଲା। ଧର୍ମଶାଳା ପୁଲିସ ଜାଣିପାରି ତାକୁ ସେଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story