ଯାଜପୁର: ଉନ୍ନୟନ କାର୍ଯ୍ୟରେ ଅନିୟମିତତା ପ୍ରତିବାଦରେ ଧାରଣା

ଯାଜପୁର: ବରୀ ବ୍ଲକରେ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି । ଏପରି ଅନିୟମିତତାର ପ୍ରତିବାଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣାରେ ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଥିଲେ । ଇନ୍ଦିରା ଆବାସ, ବିଜୁ ପକ୍କା ଘର, କଣ୍ଟ୍ରୋଲ ସାମଗ୍ରୀ, କୃଷି ଯନ୍ତ୍ରପାତି, ଚାଷୀଙ୍କ ନିମନ୍ତେ ଆସୁଥିବା ଔଷଧ, ସାର, ବିହନ, ଗର୍ଭବତୀ ଓ […]

bari j

bari j

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 06:20 AM IST

Sports

Latest News

ଯାଜପୁର: ବରୀ ବ୍ଲକରେ ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି । ଏପରି ଅନିୟମିତତାର ପ୍ରତିବାଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ହୋଇଥିବା ଏହି ଧାରଣାରେ ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଥିଲେ । ଇନ୍ଦିରା ଆବାସ, ବିଜୁ ପକ୍କା ଘର, କଣ୍ଟ୍ରୋଲ ସାମଗ୍ରୀ, କୃଷି ଯନ୍ତ୍ରପାତି, ଚାଷୀଙ୍କ ନିମନ୍ତେ ଆସୁଥିବା ଔଷଧ, ସାର, ବିହନ, ଗର୍ଭବତୀ ଓ ଶିଶୁଙ୍କ ପାଇଁ ଆସୁଥିବା ଛତୁଆ ଆଦି ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରାଯାଇଥିଲା । ଏହାର ବିଚାର ବିଭାଗୀୟ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story