୬୮ ଗ୍ରାମ ଧଳା ଜହର, ନଗଦ ୨ ଲକ୍ଷ ୨୨ ହଜାର ୩୦୦ ଟଙ୍କା ଜବତ

ଜଳେଶ୍ୱର(ଅଜିତ ଦାସ): ପୁଣି ଜଳେଶ୍ୱରରୁ ଜବତ ହେଲା ଧଳା ଜହର। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିର୍‌ ସିଦ୍ଧିକ। ଜଳେଶ୍ୱର ସହରରେ ଧଳା ଜହର କାରବାର ହେଉଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ ପଥରପୁରା ଗାଁରେ ଚଢ଼ଉ କରି ମିର୍‌ ସିଦ୍ଧିକ(ମଡ଼ିଆ) ୪୮କୁ  ଗିରଫ କରିବା ସହିତ ତା’ଠାରୁ ୬୮ ଗ୍ରାମ ଧଳା ଜହର ଓ ନଗଦ ୨ ଲକ୍ଷ ୨୨ହଜାର […]

brownsuger

brownsuger

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 06:15 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ପୁଣି ଜଳେଶ୍ୱରରୁ ଜବତ ହେଲା ଧଳା ଜହର। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମିର୍‌ ସିଦ୍ଧିକ।

ଜଳେଶ୍ୱର ସହରରେ ଧଳା ଜହର କାରବାର ହେଉଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ ପଥରପୁରା ଗାଁରେ ଚଢ଼ଉ କରି ମିର୍‌ ସିଦ୍ଧିକ(ମଡ଼ିଆ) ୪୮କୁ  ଗିରଫ କରିବା ସହିତ ତା’ଠାରୁ ୬୮ ଗ୍ରାମ ଧଳା ଜହର ଓ ନଗଦ ୨ ଲକ୍ଷ ୨୨ହଜାର ୩ ଶହ ଟଙ୍କା ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍‌ସୁଗାର ମୂଲ୍ୟ ଆନୁମାନିକ ୬ଲକ୍ଷ ୮୦ ହଜାରରୁ ଅଧିକ ହେ ।ପଡ଼ୋଶୀ ପଶ୍ଚିମବଙ୍ଗରୁ ଧଳା ଜହର ଆସୁଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story