ଶ୍ରୀମନ୍ଦିରର ଏମିତି ଦିଅଁ, ଯିଏ ପୂଜା ପାଆନ୍ତି ମାତ୍ର ମାସେ, ବର୍ଷ ସାରା ବନ୍ଦ ରହିଥାଏ ୟାଙ୍କ ମନ୍ଦିର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବର୍ତ୍ତମାନ ଚାଲିଛି ମଳମାସ। ବାହାଘର, ବ୍ରତଘର, ଗୃହପ୍ରତିଷ୍ଠା ଆଦି ଶୁଭକାର୍ଯ୍ୟ ବର୍ଜନ କରାଯାଇଛି। ହେଲେ ଏଇ ମାସଟି ଯେ, ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ତାହା ହୁଏତ ଅନେକେ ଜାଣି ନ ଥିବେ। ତା ହେଲେ ଆସନ୍ତୁ ଜାଣିବା ଏହି ମାସ ଓ ଏହି ସମୟରେ ପୂଜା ପାଉଥିବା ଠାକୁରଙ୍କ ସମ୍ପର୍କରେ। ବର୍ଷକ ୧୨ ମାସ। ହେଲେ ଏହି ସାରିଣୀରେ ପ୍ରତି ୩ରୁ ୪ ବର୍ଷ ଭିତରେ ଅନ୍ତରର ମାସଟିଏ ପଡିଥାଏ। ଓଡ଼ିଆରେ ଯାହାକୁ ମଳମାସ […]

Jana Ajana Jagannath-4

Jana Ajana Jagannath-4

Rakesh Mallick
  • Published: Thursday, 31 May 2018
  • Updated: 16 June 2018, 04:29 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବର୍ତ୍ତମାନ ଚାଲିଛି ମଳମାସ। ବାହାଘର, ବ୍ରତଘର, ଗୃହପ୍ରତିଷ୍ଠା ଆଦି ଶୁଭକାର୍ଯ୍ୟ ବର୍ଜନ କରାଯାଇଛି। ହେଲେ ଏଇ ମାସଟି ଯେ, ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ ତାହା ହୁଏତ ଅନେକେ ଜାଣି ନ ଥିବେ। ତା ହେଲେ ଆସନ୍ତୁ ଜାଣିବା ଏହି ମାସ ଓ ଏହି ସମୟରେ ପୂଜା ପାଉଥିବା ଠାକୁରଙ୍କ ସମ୍ପର୍କରେ।

ବର୍ଷକ ୧୨ ମାସ। ହେଲେ ଏହି ସାରିଣୀରେ ପ୍ରତି ୩ରୁ ୪ ବର୍ଷ ଭିତରେ ଅନ୍ତରର ମାସଟିଏ ପଡିଥାଏ। ଓଡ଼ିଆରେ ଯାହାକୁ ମଳମାସ ବୋଲି କୁହାଯାଏ। ମଳ ଶବ୍ଦର ଆକ୍ଷରିକ ଅର୍ଥଟି ଅବିଧାନରେ ବର୍ଯ୍ୟବସ୍ତୁ, ମଳି, କଳିଙ୍କି ଭଳି ଶବ୍ଦ ସମୁହର ଅର୍ଥକୁ ପ୍ରମାଣିତ କରୁଥିବା ବେଳେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏହି ମାସକୁ ଅତ୍ୟନ୍ତ ମହତ୍ୱ ପ୍ରଦାନ କରାଯାଇଛି। ଏପରିକି ଏହି ମାସଟିର ନାମକରଣ ମହାପ୍ରଭୁଙ୍କ ମୂଳ ନାମ ଅନୁସାରେ ରହିଛି, ପୁରୁଷୋତ୍ତମ ମାସ। ଏହି ସମୟରେ ଜଗନ୍ନାଥ ମନ୍ଦିରରେ ପୂଜା ପାଆନ୍ତି ‘ମଳ ନାରାୟଣ’ ଓ ‘ବରାହ ନାରାୟଣ’।

ଅନେକେ ହୁଏତ ଜାଣି ନ ଥିବେ, ଶ୍ରୀମନ୍ଦିର ପରିସରେ ଥିବା ଏକ ଛୋଟ ମନ୍ଦିର ବର୍ଷ ତମାମ୍‌ ବନ୍ଦ ରହିଥାଏ। ହେଲେ ମଳମାସ ପଡିଲେ ଏହି ମନ୍ଦିର ଖୋଲାଯାଇ ଠାକୁରଙ୍କ ପୂଜା କରାଯାଏ। କଳ୍ପବଟ ତଳେ ପଞ୍ଚ ମହାଦେବଙ୍କ ମନ୍ଦିର ପାଖରେ ତଥା ବଟ ମଙ୍ଗଳାଙ୍କ ସମ୍ମୁଖ ମନ୍ଦିରରେ ‘ମଳ ନାରାୟଣ’ ଓ ‘ବରାହ ନାରାୟଣ’ ପୂଜା ପାଇଥାନ୍ତି(ଗୋଟିଏ ମନ୍ଦିରରେ ଶ୍ରୀ  ବିଷ୍ଣୁ ଓ ବରାହ ମୂର୍ତ୍ତି ପୂଜିତ ହୁଅନ୍ତି)। ଜଗନ୍ନାଥ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଜେଣେ ପୂଜାପଣ୍ଡା ମାସ ତମାମ୍‌ ଏହାଙ୍କର ପୂଜା କରିଥାନ୍ତି। କେବଳ ମାସଟିଏ ପୂଜା ପାଉଥିବା ଏହି ଠାକୁରଙ୍କ ପାଖରେ ଅନ୍ନ ପ୍ରସାଦ ଲାଗି ହୁଏନାହିଁ। ଏଠାରେ କେବଳ ଫଳମୂଳ ଭୋଗ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story