ଜାନୁଆରୀ ୧୧ରେ ବରଗଡ଼ ଧନୁଯାତ୍ରା

ବରଗଡ଼(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୧୧ ଦିନ ଧରି ଦୁଲୁକିବ ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ। ଧନୁଯାତ୍ରା ପାଇଁ ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ତାରିଖ ଘୋଷଣା ହୋଇଛି। ବରଗଡ଼କୁ ମଥୁରା ନଗରୀ, ଅମ୍ବାପାଲିକୁ ଗୋପପୁର, ଜୀରା ନଦୀକୁ କିଭଳି ଯମୁନା ନଦୀରେ ରୂପାନ୍ତରିତ କରାଯିବା ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ କଳାକାର ଚୟନ ନେଇ ଆଲୋଚନା ହେବ। ଆଜିର ବୈଠକରେ […]

dhanu-jatra

dhanu-jatra

Manoranjan Sial
  • Published: Monday, 05 November 2018
  • Updated: 05 November 2018, 09:04 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ଜାନୁଆରୀ ୧୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୧୧ ଦିନ ଧରି ଦୁଲୁକିବ ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ। ଧନୁଯାତ୍ରା ପାଇଁ ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ତାରିଖ ଘୋଷଣା ହୋଇଛି।

ବରଗଡ଼କୁ ମଥୁରା ନଗରୀ, ଅମ୍ବାପାଲିକୁ ଗୋପପୁର, ଜୀରା ନଦୀକୁ କିଭଳି ଯମୁନା ନଦୀରେ ରୂପାନ୍ତରିତ କରାଯିବା ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ପରବର୍ତ୍ତୀ ବୈଠକରେ କଳାକାର ଚୟନ ନେଇ ଆଲୋଚନା ହେବ। ଆଜିର ବୈଠକରେ ଏସ୍‌ପି ମୁକେଶ ଭାମୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ପ୍ରଭାସ ସିଂ, ଧନୁଯାତ୍ରା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story