ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ଜାପାନ କମ୍ପାନୀ

Ordigital Desk
  • Published: Saturday, 13 January 2018
  • , Updated: 13 January 2018, 09:12 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସଂପର୍କ ନେଇ ଶୁକ୍ରବାର ସଂଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାଟସୁ ଭେଟିଛନ୍ତି। ବିଭିନ୍ନ ଶିଳ୍ପ ପାଇଁ ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସେ &zwnj;ଆଲୋଚନା କରିଥିଲେ। ଜାପାନର କମ୍ପାନୀମାନଙ୍କ ପାଇଁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ&nbsp; ଅନେକ ସୁଯୋଗ ରହଛି। ବିଶେଷ କରି ଇସ୍ପାତ,ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜାପାନର ଶିଳ୍ପଦ୍ୟୋଗୀମାନେ ପୁଞ୍ଜି ନିବେଶ କରିବେ ବୋଲି ଜାପାନ ରାଷ୍ଟ୍ରଦୂତ କହିଛନ୍ତି।</p>

Related story