ଝାଡ଼ଖଣ୍ଡ ଖୁଣ୍ଟିରେ ଦୁର୍ଘଟଣାରେ ୭ ମୃତ ଘଟଣା: ବୀରମିତ୍ରପୁରରେ ପହଞ୍ଚିଲା ମୃତଦେହ

ରାଉରକେଲା: ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଉରକେଲାର ୭ ଜଣଙ୍କର ମୃତଦେହକୁ ସେମାନଙ୍କ ଘରକୁ ଅଣାଯାଇଛି। ଗତକାଲି ବିଳମ୍ୱିତ ରାତିରେ ସେମାନଙ୍କ ମରଶରୀର ବୀରମିତ୍ରପୁରରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ଅନ୍ତ୍ୟେଷ୍ଟି ଗତକାଲି ହୋଇସାରିଥିବାବେଳେ ଆଜି ଅନ୍ୟମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ମୃତଦେହ ପହଞ୍ଚିବା ପରେ  ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

accident

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 03:45 AM IST

Related story