ଜଷ୍ଟିସ୍ ପି.କେ ମହାନ୍ତିଙ୍କ ଘରେ ଡକାୟତି ଘଟଣା: ଘରୋଇ ପରିଚାରକର ଲାଇ ଡିଟେକ୍ସନ୍ ଟେଷ୍ଟ ଶେଷ

କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ପିପିଲି ଗଣବଳାତ୍କାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ଘରୋଇ ପରିଚାରକର ଲାଇ ଡିଟେକ୍ସନ୍ ଟେଷ୍ଟ ରବିବାର ଶେଷ ହୋଇଛି। ପୋଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ୪ଟି ସ୍ୱତନ୍ତ୍ର ସ୍କାର୍ଡ ନିୟୋଜିତ କରିଛି। ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। କଟକ ସ୍ଥିତ ସିଡିଏ ସେକଟର ଇଲେଭେନରେ ଥିବା ଜଷ୍ଟିସ୍ ପି.କେ. ମହାନ୍ତିଙ୍କ ଘରେ ଶୁକ୍ରବାର ରାତିରେ […]

cuttack

cuttack

Rakesh Mallick
  • Published: Sunday, 31 May 2015
  • Updated: 01 June 2015, 01:18 PM IST

Sports

Latest News

କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ପିପିଲି ଗଣବଳାତ୍କାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ଘରୋଇ ପରିଚାରକର ଲାଇ ଡିଟେକ୍ସନ୍ ଟେଷ୍ଟ ରବିବାର ଶେଷ ହୋଇଛି। ପୋଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ୪ଟି ସ୍ୱତନ୍ତ୍ର ସ୍କାର୍ଡ ନିୟୋଜିତ କରିଛି। ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି।

କଟକ ସ୍ଥିତ ସିଡିଏ ସେକଟର ଇଲେଭେନରେ ଥିବା ଜଷ୍ଟିସ୍ ପି.କେ. ମହାନ୍ତିଙ୍କ ଘରେ ଶୁକ୍ରବାର ରାତିରେ ୬ରୁ ୭ଜଣ ଡକାୟତ ପଶି ଲକ୍ଷାଧିକ ଟଙ୍କ।ର ସୁନାଗହଣା ଓ ତାଙ୍କର ଏକ କାରକୁ ମଧ୍ୟ ଲୁଟି ନେଇଥିଲେ। ଡକାୟତମାନେ ପ୍ରଥମେ ଘରେ ପଶି ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ଲୁଟପାଟ୍ କରିଥିଲେ। ଏହା ପରେ କାର ଚାବି ମାଗିଥିଲେ, ତେବେ ଚାବି ଦେବାକୁ ଜଷ୍ଟିସ୍ ମହାନ୍ତି ଅମଙ୍ଗ ହେବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିଲେ। ଭୟରେ ସେ ଚାବି ଦେବା ପରେ ଲୁଟ୍ ସାମଗ୍ରୀ ସହ ଡକାୟତମାନେ କାର ଧରି ଚମ୍ପଟ ମାରିଥିଲେ। ଜଷ୍ଟିସ୍ ମହାନ୍ତିଙ୍କ କହିବାନୁସାରେ ଦୁର୍ବୃତ୍ତମାନେ ଓଡ଼ିଆ, ବଙ୍ଗଳା ଓ ତାମିଲ ଭାଷାରେ କଥାବାର୍ତ୍ତା ହେଉଥିଲେ। ଖବର ପାଇ ପୋଲିସ ଡିଜି ସଞ୍ଜିବ ମାରିକ୍ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଥିଲେ। ଡିଜିପି କହିଥିଲେ ଯେ, ଏହି ଘଟଣାରେ ପେଷାଦାର ଡକାୟତ ସଂପୃକ୍ତ। ସେପଟେ ଘଟଣାର କିଛି ଘଣ୍ଟା ପରେ ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରୁ ଜଷ୍ଟିସ୍ ମହାନ୍ତିଙ୍କ କାରକୁ ଠାବ କରାଯାଇଥିଲା । ତା’ସହ ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story