ଜାତିଆଣ ଆକ୍ଷେପ ଅଭିଯୋଗ: ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସରଙ୍କ ନାଁରେ ଥାନାରେ ଏତଲା

କଟକ:  ଜାତିଆଣ ଆକ୍ଷେପ କରିବାରୁ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତାଲା ଦାୟର ହୋଇଛି। ରେଡିଓଲୋଜି ବିଭାଗର ଜଣେ ପିଜି ଛାତ୍ର ଦୀନେଶ କୁମାର କିସକୁ ଏହି ଏତାଲା ଦାୟର କରିଛନ୍ତି। ଦୀନେଶଙ୍କ ଅଭିଯୋଗ ମୁତାବକ ଡାକ୍ତର କଲ୍ୟାଣୀ ପରିଡା ଗତ ମାସ ୪ ତାରିଖରେ ତାଙ୍କୁ ଜାତିଗତ ଆକ୍ଷେପ କରିବା ସହ ତାଙ୍କୁ କ୍ଲାସ ରୁମରୁ ବାହର କରିଦେଇଥିଲେ। ଏନେଇ ଦିନେଶ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ […]

cuttack

cuttack

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 03:43 PM IST

Sports

Latest News

କଟକ:  ଜାତିଆଣ ଆକ୍ଷେପ କରିବାରୁ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡାଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତାଲା ଦାୟର ହୋଇଛି। ରେଡିଓଲୋଜି ବିଭାଗର ଜଣେ ପିଜି ଛାତ୍ର ଦୀନେଶ କୁମାର କିସକୁ ଏହି ଏତାଲା ଦାୟର କରିଛନ୍ତି। ଦୀନେଶଙ୍କ ଅଭିଯୋଗ ମୁତାବକ ଡାକ୍ତର କଲ୍ୟାଣୀ ପରିଡା ଗତ ମାସ ୪ ତାରିଖରେ ତାଙ୍କୁ ଜାତିଗତ ଆକ୍ଷେପ କରିବା ସହ ତାଙ୍କୁ କ୍ଲାସ ରୁମରୁ ବାହର କରିଦେଇଥିଲେ। ଏନେଇ ଦିନେଶ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ମଙ୍ଗଳାବାଗ ଥାନାରେ ଏକ ମାମଲା ମଧ୍ୟ ଦାୟର କରିଛନ୍ତି। କେବଳ ଦୀନେଶ ନୁହଁନ୍ତି ଡାକ୍ତର କଲ୍ୟାଣୀ ପରିଡାଙ୍କ ବିରୁଦ୍ଧରେ ରେଡିଓଲୋଜି ବିଭାଗର ସମସ୍ତ ପିଜି ଛାତ୍ରଛାତ୍ରୀ ଅସଦାଚରଣର ଅଭିଯୋଗ ଆଣିଛନ୍ତି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ତଦନ୍ତ କରୁଥିବା ଜଣା ପଡିଥିବା ବେଳେ ପୋଲିସ ମାମଲାର ତଦନ୍ତ କରୁଥିବା କଟକ ଡିସିପି ପ୍ରକାଶ କରିଛନ୍ତି। ଆଜି ସଂନ୍ଧ୍ୟା ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତାକାଲି ଠାରୁ ଏସସିବିର ସମସ୍ତ ପିଜି ଛାତ୍ରଛାତ୍ରୀମାନେ କଳାବ୍ୟାଜ ପରିଧାନ କରିବେ ଏବଂ ଆବଶ୍ୟକ ପଡିଲେ କାର୍ଯ୍ୟବନ୍ଦ ମଧ୍ୟ କରାଯିବ ବୋଲି ଏସସିବି ପିଜି ଛାତ୍ର ସଂଘ ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story