ଜଗତସିଂହପୁର: ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ଅରିଲୋ ଗ୍ରାମରେ ଜବରଦଖଲ ଉଚ୍ଛେଦ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗାଁର ୧୧ ଜଣଙ୍କ ନାଁରେ ସରକାରୀ ଜାଗା ଜବରଦଖଲ କରିଥିବାର ଅଭିଯୋଗ ରହିଥିବା ବେଳେ ତହସିଲଦାର ୪ ଜଣଙ୍କ ଘର ଭାଙ୍ଗିବାକୁ ନେଇ  ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ଦେଖି ତହସିଲଦାର ସେଠାରୁ ଫେରିଆସିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

jagasingpur

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 05:19 AM IST

Related story