ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ରାଜ୍ୟର ଦୁଇ ଅଗ୍ରଣୀ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ପୂର୍ଣ୍ଣିମା ଓ ଜଉନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସଫଳତା ମଧ୍ୟ ଆଣିଛନ୍ତି। କିନ୍ତୁ ଏହି ଦୁଇ ଆଥଲେଟଙ୍କୁ ଏପର୍ଯ୍ୟନ୍ତ ସରକାରୀ ଚାକିରି ଖଣ୍ଡେ ମିଳିନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୋଦ୍ ଜଉନା ଓ ପୂର୍ଣ୍ଣିମା କରିଛନ୍ତି। ଜାତୀୟ […]

odia-athelete

odia-athelete

Ranjit Kumar Jena
  • Published: Wednesday, 14 August 2019
  • Updated: 14 August 2019, 09:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ରାଜ୍ୟର ଦୁଇ ଅଗ୍ରଣୀ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ପୂର୍ଣ୍ଣିମା ଓ ଜଉନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସଫଳତା ମଧ୍ୟ ଆଣିଛନ୍ତି। କିନ୍ତୁ ଏହି ଦୁଇ ଆଥଲେଟଙ୍କୁ ଏପର୍ଯ୍ୟନ୍ତ ସରକାରୀ ଚାକିରି ଖଣ୍ଡେ ମିଳିନଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୋଦ୍ ଜଉନା ଓ ପୂର୍ଣ୍ଣିମା କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଥିବା କ୍ରୀଡ଼ାବିତଙ୍କୁ ରାଜ୍ୟ ସରକାର ଚାକିରି ଯୋଗାଇ ଦେବା ପାଇଁ କହିଆସୁଛନ୍ତି। କିନ୍ତୁ ଜଉନା ଓ ପୂର୍ଣ୍ଣିମାଙ୍କ କ୍ଷେତ୍ରରେ ଏହା ପୂରଣ ହୋଇନାହିଁ।

ପୂର୍ଣ୍ଣିମା ଦୁଇଥର ଏସିଆନ୍ ଚାମ୍ପିୟନଶିପରେ ପଦକ ଜିତିଥିବା ବେଳେ ଜଉନା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ଏବଂ ଗତବର୍ଷ ଏସିଆନ୍ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପୂର୍ଣ୍ଣିମା ବର୍ତ୍ତମାନ ମୁମ୍ବାଇ ଇଷ୍ଟକୋଷ୍ଟ ରେଲୱେରେ ଚୁକ୍ତିଭିତ୍ତିକ ମାସିକ ୨୦ହଜାର ଟଙ୍କାରେ ଚାକିରି କରୁଛନ୍ତି। କିନ୍ତୁ ଏହି ଅର୍ଥ ତାଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ। କାରଣ ପୂର୍ଣ୍ଣିମାଙ୍କ ବାପା ବର୍ତ୍ତମାନ ଶର୍ଯ୍ୟାସାୟୀ, ଯିଏ ଦୀର୍ଘଦିନ ହେବ ପାରାଲିସିସ୍ ରୋଗରେ ପୀଡ଼ିତ ଅଛନ୍ତି।

ଗତବର୍ଷ ସେପ୍ଟେମ୍ବରରେ ପୂର୍ଣ୍ଣିମା ନିଜର ବାୟୋଡାଟା ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ରାଜ୍ୟ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ବର୍ଷେ ବିତିବାକୁ ଯାଉଥିଲେ ହେଁ, ତାଙ୍କ କଥା ରାଜ୍ୟ ସରକାର ଏପର୍ଯ୍ୟନ୍ତ କର୍ଣ୍ଣପାତ କରିନାହନ୍ତି। ଏହି ସମୟ ମଧ୍ୟରେ ପୂର୍ଣ୍ଣିମା ଏକାଧିକ ଥର ରାଜ୍ୟ କ୍ରୀଡ଼ା ବିଭାଗର ଦ୍ୱାରସ୍ଥ ହୋଇଥିଲେ ହେଁ ସେଠାରୁ କେବଳ ଆଶ୍ୱାସନା ଛଡ଼ା ଆଉ କିଛି ମିଳିନଥିଲା। ଏବେ ପୂର୍ଣ୍ଣିମା ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରି ରାଜ୍ୟ ସରକାରଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇଛନ୍ତି।

ଏହାର ଜବାବ ରଖି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଚାକିରି ନଥିବା କ୍ରୀଡ଼ାବିତଙ୍କୁ ସରକାର ଚାକିରି ଯେଗାଇ ଦେଇଥାନ୍ତି। ହେଲେ ପୂର୍ଣ୍ଣିମା ବର୍ତ୍ତମାନ ରେଲୱେରେ ଚାକିରି କରୁଛନ୍ତି। ତଥାପି ଆମେ ତାଙ୍କ ଆବେଦନ ଉପରେ ଅନୁଧ୍ୟାନ କରିବୁ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରେଲୱେରେ ନିଯୁକ୍ତି ପାଇଥିବା ଅନେକ ଓଡ଼ିଆ ଆଥଲେଟଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରି ବିଭିନ୍ନ ପିଏସୟୁରେ ନିଯୁକ୍ତି ଦେଇଛନ୍ତି। ହେଲେ ପୂର୍ଣ୍ଣିମା ଓ ଜଉନାଙ୍କ କ୍ଷେତ୍ରରେ ସରକାରଙ୍କ ଟାଳଟୁଳ ନୀତି କାହିଁକି, ଏ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story