ଦୁଷ୍କର୍ମ, ଗୁଣ୍ଡାଗର୍ଦ୍ଦି ବିରୋଧରେ କହିବା ବେଇମାନୀ କି ? ପ୍ରଶ୍ନ କଲେ ବୈଜୟନ୍ତ

କେନ୍ଦ୍ରପଡ଼ା(ଓଡ଼ିଶା ରିପୋର୍ଟର) ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ‘ଅପପ୍ରଚାର’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଦରିଆ ରାମଚଣ୍ଡୀ ଦର୍ଶନ ଅବସରରେ ସେ କହିଛନ୍ତି,”ବିଜୁବାବୁଙ୍କ ସହ ମୋ ବାପାଙ୍କର ୫୦ ବର୍ଷର ସମ୍ପର୍କ। ସମସ୍ତେ  ଏହା ଜାଣନ୍ତି। ହେଲେ ବାପାଙ୍କ ପରଲୋକ ବେଳେ ଫୁଲଟିଏ ଦେବାକୁ ଆସିଲେନି କି କାହାକୁ ଅନୁମତି କାହିଁକି ଦେଲେନି? ସେଇଟା ବେଇମାନୀ ନା ଦୁଷ୍କର୍ମ, ଗୁଣ୍ଡାଗର୍ଦ୍ଦି ବିରୋଧରେ […]

BAIJAYANTPANDA..........999999999999999

Tapas Behera
  • Published: Sunday, 14 April 2019
  • , Updated: 14 April 2019, 08:30 PM IST

କେନ୍ଦ୍ରପଡ଼ା(ଓଡ଼ିଶା ରିପୋର୍ଟର) ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ 'ଅପପ୍ରଚାର' ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଦରିଆ ରାମଚଣ୍ଡୀ ଦର୍ଶନ ଅବସରରେ ସେ କହିଛନ୍ତି,"ବିଜୁବାବୁଙ୍କ ସହ ମୋ ବାପାଙ୍କର ୫୦ ବର୍ଷର ସମ୍ପର୍କ। ସମସ୍ତେ  ଏହା ଜାଣନ୍ତି। ହେଲେ ବାପାଙ୍କ ପରଲୋକ ବେଳେ ଫୁଲଟିଏ ଦେବାକୁ ଆସିଲେନି କି କାହାକୁ ଅନୁମତି କାହିଁକି ଦେଲେନି?

ସେଇଟା ବେଇମାନୀ ନା ଦୁଷ୍କର୍ମ, ଗୁଣ୍ଡାଗର୍ଦ୍ଦି ବିରୋଧରେ କହିବା ବେଇମାନୀ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। "ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ ଓ ଲୋକେ ବିଚାର କରିବେ" ବୋଲି କହିଛନ୍ତି ବୈଜୟନ୍ତ। ତେବେ ବୈଜୟନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Related story