ଜୟପ୍ରକାଶ ନାରାୟଣ ଜୟନ୍ତୀ ସମାରୋହରେ ‘ଗଣତନ୍ତ୍ର ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ପରେ ଦେଶରେ ସର୍ବବୃହତ ଆନ୍ଦୋଳନର ସ୍ରଷ୍ଟା ତଥା ଲୋକନାୟକ ଭାରତ ରତ୍ନ ଜୟ ପ୍ରକାଶ ନାରାୟଣଙ୍କ ୧୧୯ ତମ ଜୟନ୍ତୀ ଲୋହିୟା ଏକାଡେମୀଠାରେ ପାଳିତ ହୋଇଛି। ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ ପ୍ରତିଷ୍ଠାନ, ଜୟପ୍ରକାଶ ଫାଉଣ୍ଡେସନ ଓ ଲୋହିୟା ଏକାଡେମୀର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି ଅବସରରେ ‘ଗଣତନ୍ତ୍ର ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଅତିଥି […]

Jayaprakash Narayan Jayanti

Jayaprakash Narayan Jayanti

Manoranjan Sial
  • Published: Monday, 11 October 2021
  • Updated: 11 October 2021, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ପରେ ଦେଶରେ ସର୍ବବୃହତ ଆନ୍ଦୋଳନର ସ୍ରଷ୍ଟା ତଥା ଲୋକନାୟକ ଭାରତ ରତ୍ନ ଜୟ ପ୍ରକାଶ ନାରାୟଣଙ୍କ ୧୧୯ ତମ ଜୟନ୍ତୀ ଲୋହିୟା ଏକାଡେମୀଠାରେ ପାଳିତ ହୋଇଛି। ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ ପ୍ରତିଷ୍ଠାନ, ଜୟପ୍ରକାଶ ଫାଉଣ୍ଡେସନ ଓ ଲୋହିୟା ଏକାଡେମୀର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ‘ଗଣତନ୍ତ୍ର ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇଥିବା ଜୟପ୍ରକାଶଙ୍କ ତ୍ୟାଗ ଓ ସେବା ଉପରେ ଆଲୋକପାତ କରିଥିଲେ। ଗଣତନ୍ତ୍ର ସୁରକ୍ଷା ପାଇଁ ଗଣଚେତନା ସହ ଗଣମାଧ୍ୟମ ନିରପେକ୍ଷତା ଅବଲମ୍ବନ କରିବା ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଥିଲେ।

Jayaprakash Narayan Jayanti

ଆଜି ଏହି ଆଲୋଚନାଚକ୍ରରେ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ପୃଷ୍ଟି, ସୁଜ୍ଞାନ ଚୌଧୁରୀ, ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ଜୟପ୍ରକାଶ ଫାଉଣ୍ଡେସନର ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ମହାନ୍ତି, ପଞ୍ଚାନନ ସେନାପତି, ପ୍ରଭାସ ସାମନ୍ତରାୟ, ଜାତୀୟ ମାନବାଧିକାର କମିଶନର କୋର ସଦସ୍ୟ ମନୋଜ ଜେନା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମାଜବାଦୀ ପାର୍ଟିର ସମ୍ପାଦକ ସୁଦର୍ଶନ ପ୍ରଧାନ, ଜନ ଅଧିକାର ପାର୍ଟିର ଦେବାଶିଷ ମିଶ୍ର, ନିଶାମୁକ୍ତ ଅଭିଯାନର ଆବାହକ ପଦ୍ମଚରଣ ନାୟକ, ଓଡ଼ିଶା ନାଗରିକ ସମାଜ ସଭାପତି ଇଂ. ଲଳିତ ମୋହନ ପଟ୍ଟନାୟକ, ଆଡ଼ଭୋକେଟ ବିନୋଦ ସାହୁ, ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଶୋଇ, ସମତା କ୍ରାନ୍ତି ଦଳର ଯୁବ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ, ଏକତା ପରିଷଦ ର ପ୍ରଭାସିନୀ ରାଉତ, ସୁରେନ୍ଦ୍ର ସ୍ୱାଇଁ ଆଦି ପ୍ରମୁଖ ଯୋଗଦେଇ ଜୟ ପ୍ରକାଶ ନାରାୟଣଙ୍କ ଜୀବନ ଦର୍ଶନ ଓ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story