ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବ ହାଇ ପାଓ୍ୱାର ଜେଟ୍ ସ୍କି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଦୁର୍ଘଟଣାରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗର ପଦକ୍ଷେପ। ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଉପକୂଳରେ ଉଚ୍ଚ କ୍ଷମତା ସଂପର୍ଣ୍ଣ ଜେଟ ସ୍କିକୁ ନିୟୋଜିତ କଲା ଅଗ୍ନିଶମ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ କୋଣାର୍କ ରାମଚଣ୍ଡୀଠାରେ ଥିବା ଅଗ୍ନିଶମ ବିଭାଗର ତାଲିମ କେନ୍ଦ୍ରରେ ଏହାର ପରୀକ୍ଷାମୂଳକ ସେବାର ଶୁଭାରମ୍ଭ କରାଯାଇଛି। ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଯାଉଥିବା ଏହି ଜେଟ୍&zwnj; ସ୍କି ୧୫ ଶହ ହର୍ସ ପାଓ୍ୱାର ବିଶିଷ୍ଟ। ଏହା ୪ ଷ୍ଟ୍ରୋକ ଇଂଜିନ ଚାଳିତ ହୋଇଥିବା ବେଳେ ଏହି ହାଇ ପାଓ୍ୱାର ଜେଟ୍&nbsp; ସ୍କି ଦ୍ୱାରା ସାମୁଦ୍ରିକ ଦୁର୍ଘଟଣାକୁ ରୋକାଯାଇପାରିବ। ଆମେରିକୀୟ କଂପାନୀ ଦ୍ୱାରା ନିର୍ମିତ ଏହି ଜେଟ ସ୍କିକୁ ଅଗ୍ନିଶମ ବିଭାଗ ୧୪ ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରିଛି। ଏହି ସେବା ସଫଳ ହେଲେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ବେଳାଭୂମି ଗୁଡିକରେ ଏହି ସେବା ଯୋଗାଇ ଦିଆଯିବ ବୋଲି ଅଗ୍ନିଶମ ବିଭାଗର ଡିଜି କହିଛନ୍ତି।</p>

Ordigital Desk
  • Published: Wednesday, 06 September 2017
  • Updated: 06 September 2017, 10:15 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଦୁର୍ଘଟଣାରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗର ପଦକ୍ଷେପ। ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଉପକୂଳରେ ଉଚ୍ଚ କ୍ଷମତା ସଂପର୍ଣ୍ଣ ଜେଟ ସ୍କିକୁ ନିୟୋଜିତ କଲା ଅଗ୍ନିଶମ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ କୋଣାର୍କ ରାମଚଣ୍ଡୀଠାରେ ଥିବା ଅଗ୍ନିଶମ ବିଭାଗର ତାଲିମ କେନ୍ଦ୍ରରେ ଏହାର ପରୀକ୍ଷାମୂଳକ ସେବାର ଶୁଭାରମ୍ଭ କରାଯାଇଛି। ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଯାଉଥିବା ଏହି ଜେଟ୍&zwnj; ସ୍କି ୧୫ ଶହ ହର୍ସ ପାଓ୍ୱାର ବିଶିଷ୍ଟ। ଏହା ୪ ଷ୍ଟ୍ରୋକ ଇଂଜିନ ଚାଳିତ ହୋଇଥିବା ବେଳେ ଏହି ହାଇ ପାଓ୍ୱାର ଜେଟ୍&nbsp; ସ୍କି ଦ୍ୱାରା ସାମୁଦ୍ରିକ ଦୁର୍ଘଟଣାକୁ ରୋକାଯାଇପାରିବ। ଆମେରିକୀୟ କଂପାନୀ ଦ୍ୱାରା ନିର୍ମିତ ଏହି ଜେଟ ସ୍କିକୁ ଅଗ୍ନିଶମ ବିଭାଗ ୧୪ ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରିଛି। ଏହି ସେବା ସଫଳ ହେଲେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ବେଳାଭୂମି ଗୁଡିକରେ ଏହି ସେବା ଯୋଗାଇ ଦିଆଯିବ ବୋଲି ଅଗ୍ନିଶମ ବିଭାଗର ଡିଜି କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos