ସୁନା ଦୋକାନୀଙ୍କୁ ଛୁରା ମାଡ଼

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସେକ୍ଟର-୫ରେ ଥିବା ଏକ ସୁନା ଦୋକାନ ମାଲିକଙ୍କ ଉପରକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଛୁରା ମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ IGHରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ବିନାୟକ ରାତିରେ ଦୋକାନ ବନ୍ଦ କରି ଘରକୁ କାର୍‌ ଯୋଗେ ଫେରୁଥିଲେ।  ମହତାବ ରୋଡ଼ରେ ତାଙ୍କ ଗାଡ଼ିକୁ କେତେକ ଦୁର୍ବୃତ୍ତ  ଅଟକାଇ ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ।  ଏଥିଯୋଗୁ ବିନାୟକଙ୍କ ଶରୀରର ୫ଟି […]

knife-3-1

knife-3-1

Niharika Rout
  • Published: Wednesday, 20 November 2019
  • Updated: 20 November 2019, 08:20 AM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସେକ୍ଟର-୫ରେ ଥିବା ଏକ ସୁନା ଦୋକାନ ମାଲିକଙ୍କ ଉପରକୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଛୁରା ମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ IGHରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ବିନାୟକ ରାତିରେ ଦୋକାନ ବନ୍ଦ କରି ଘରକୁ କାର୍‌ ଯୋଗେ ଫେରୁଥିଲେ।  ମହତାବ ରୋଡ଼ରେ ତାଙ୍କ ଗାଡ଼ିକୁ କେତେକ ଦୁର୍ବୃତ୍ତ  ଅଟକାଇ ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ।  ଏଥିଯୋଗୁ ବିନାୟକଙ୍କ ଶରୀରର ୫ଟି ସ୍ଥାନରେ  ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ପ୍ଲାଣ୍ଟସାଇଟ୍ ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story