ଜୟପୁର: ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାର କଲର୍ଭଟରୁ ମାଓ ସାମଗ୍ରୀ ଜବତ

ଜୟପୁର: କୋରାପୁଟ ଜିଲ୍ଳା ବୈପାରୀଗୁଡ଼ା ଠାରେ ଥିବା ବିଏସ୍‌ଏଫ୍‌ର ୧୪୩ ବାଟାଲିୟନ୍ ଯବାନମାନେ ଆଜି ସକାଳେ ଟାଙ୍ଗିଣୀଗୁଡ଼ା ଦଶମନ୍ତପୁର ରାସ୍ତାରେ କମ୍ୱିଂ ଅପରେସନ୍ କରୁଥିବା ସମୟରେ ଏକ କଲର୍ଭଟରୁ ମାଓ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ  ୧୨ ଭୋଲଟର ବ୍ୟାଟେରୀ, ଦୁଇଟି ଟିଫିନ୍‌ ବୋମା, ୨୨ଟି ଇଲେକ୍‌ଟ୍ରିକ୍ ଡିଟୋନେଟର, ୪୫ ମିଟର ଲମ୍ୱର ଫ୍ଲେକ୍ସବୁଲ୍ ତାର ଓ ୨୫ଟି ଜିଲାଟିନ୍ ଷ୍ଟିକ୍ ଜବତ ହୋଇଛି।

mao

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 04:08 PM IST

Related story