ମୌତ କା କୁଆଁ ଦୁର୍ଘଟଣା ମାମଲାରେ ଦୁଇ ଗିରଫ

ଭୟପୁର: ମୌତ୍ କା କୁଆଁରେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ଘଟଣାରେ ଜୟପୁର ଥାନା ପୋଲିସ ଆୟୋଜକ ଛୋଟୁ ସିଂହ ଓ କାର ଚାଳକ ମହମ୍ମଦ ଫିରୋଜ ଅନ୍‌ସାରୀଙ୍କୁ ଗିରଫ କରିଛି। ଜୟପୁର ଗାନ୍ଧୀଛକ ନିକଟରେ ଆୟୋଜିତ ମୀନାବଜାରରେ ଗତ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁଃସାହସିକ ଖେଳ ଦେଖାଉଥିବା ବେଳେ ଗୁରୁତର ହୋଇଥିଲେ ଷ୍ଟଣ୍ଟମ୍ୟାନ୍। ତାଙ୍କୁ ରାୟପୁର ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

BaiBqdm_

BaiBqdm_

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 04:42 PM IST

Sports

Latest News

ଭୟପୁର: ମୌତ୍ କା କୁଆଁରେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ଘଟଣାରେ ଜୟପୁର ଥାନା ପୋଲିସ ଆୟୋଜକ ଛୋଟୁ ସିଂହ ଓ କାର ଚାଳକ ମହମ୍ମଦ ଫିରୋଜ ଅନ୍‌ସାରୀଙ୍କୁ ଗିରଫ କରିଛି। ଜୟପୁର ଗାନ୍ଧୀଛକ ନିକଟରେ ଆୟୋଜିତ ମୀନାବଜାରରେ ଗତ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଦୁଃସାହସିକ ଖେଳ ଦେଖାଉଥିବା ବେଳେ ଗୁରୁତର ହୋଇଥିଲେ ଷ୍ଟଣ୍ଟମ୍ୟାନ୍। ତାଙ୍କୁ ରାୟପୁର ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos