ଝରାଫୁଲ ମୃତ୍ୟୁ ସସ୍‌ପେନ୍ସ, ଡେଡ୍‌ବଡି ପଡ଼ିଥିବା ସ୍ଥାନରେ ଡେମୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଆଜି ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଯାଜପୁର ପୁଲିସ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁକୁ ଗିରଫ କରି ଘନଘନ ଜେରା କରୁଛି। ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରିଛି। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ କରି ଦେଖାଇଛି ରାକେଶ ତାର ସିନ୍‌ ରିକ୍ରିଏସନ୍‌ କରିଥିଲା ପୁଲିସ। […]

rakesh-1

rakesh-1

Manoranjan Sial
  • Published: Tuesday, 02 February 2021
  • Updated: 02 February 2021, 05:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଆଜି ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଯାଜପୁର ପୁଲିସ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁକୁ ଗିରଫ କରି ଘନଘନ ଜେରା କରୁଛି। ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରିଛି। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ କରି ଦେଖାଇଛି ରାକେଶ ତାର ସିନ୍‌ ରିକ୍ରିଏସନ୍‌ କରିଥିଲା ପୁଲିସ। ସିନ୍‌ ରିକ୍ରିଏସନ୍ ପରେ ରାକେଶକୁ କୁଆଖିଆ ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଘନଘନ ଜେରା କରାଯାଇଥିଲା।

ସେପଟେ ଭିସେରା ରିପୋର୍ଟ ପାଇଁ ଝରାଫୁଲଙ୍କ ମୃତଦେହର ଅଂଶବିଶେଷ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବୋରେଟରିକୁ ପଠାଯାଇଛି। ତାର ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା କରିଛି। ଅନ୍ୟପକ୍ଷରେ ରାକେଶଙ୍କ ଆଉ ଜଣେ ସହଯୋଗୀ ଫେରାର ଥିବାରୁ ତାଙ୍କୁ ଧରିବା ଲାଗି ପୁଲିସ ତନାଘନା କରୁଛି। ଅଧିକ ତଥ୍ୟସଂଗ୍ରହ ପାଇଁ ଝରାଫୁଲଙ୍କ ବାପା ରମାକାନ୍ତ ନାୟକଙ୍କୁ ପୁଲିସ ଆଜି କୁଆଖିଆ ଥାନାକୁ ଡକାଇଛି।

ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ସମ୍ପର୍କୀୟଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଝରାଫୁଲ ଝାଡଶ୍ୱର ବସ୍‌ରେ ଘରକୁ ଯାଉଛନ୍ତି। କିନ୍ତୁ ଘରକୁ ନଯାଇ ଦେହ ଖରାଅ ଅଛି ବୋଲି ଫୋନ୍‌ରେ ବାପାଙ୍କୁ ବାଣୀ ବିହାର ଷ୍ଟପେଜ୍‌ ଓହ୍ଲାଇ ପଡ଼ିଥିଲେ। ବାଣୀବିହାରରୁ ରୂପାଲ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ସେଠାରେ ପୂର୍ବରୁ ରାକେଶ ସ୍କୁଟିରେ ଉପସ୍ଥିତ ଥିଲା। ପରେ ଉଭୟ ଭୁବନେଶ୍ୱରରେ ବୁଲା ବୁଲି କରିଥିଲେ।

ସେପଟେ ବାପା ରମାକାନ୍ତ ଝିଅ ଝରାଫୁଲକୁ ଫୋନ୍‌ କରିଥିଲେ। ଫୋନ୍‌ ରିସିଭ୍‌ କରି ଦେହ ଭଲ ନାହିଁ, ସାଙ୍ଗ ସୋନାଲି ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା’ପରଠାରୁ ଝରାଫୁଲଙ୍କ ମୋବାଇଲ୍‌ ବନ୍ଦ ରହିଛି।

୨୭ ତାରିଖ ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଥିଲା। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁଆଖିଆ ପୁଲିସ ଓ  ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଝଟଣାର ତଦନ୍ତ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story