ସେଦିନ ରୁମ୍ ନମ୍ବର ୨୦୧ରେ କ’ଣ ଘଟିଥିଲା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁମର ଖୋଲିବ ରୁମ୍ ନମ୍ବର ୨୦୧। ରାତି ରହଣି ବେଳେ କଣ ଘଟିଥିଲା? କେମିତି ଗଲା ଝରାଫୁଲଙ୍କ ଜୀବନ?ଗେଷ୍ଟ ହାଉସ୍‌ରେ ଝରାଫୁଲଙ୍କ ସହ କେବଳ ରାକେଶ ଥିଲେ ନା ଆଉ କିଏ? ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାର ଅଡ଼ୁଆ ସୂତାରୁ ଖିଅ ବାହାର କରିବାକୁ ଆଜି ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟ ହାଉସରେ ରେଡ୍ କରିଥିଲା ଯାଜପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍  । ଗେଷ୍ଟ ହାଉସ୍‌ର ରୁମ୍ ନମ୍ବର ୨୦୧ରେ […]

nbv

nbv

Tapas Behera
  • Published: Saturday, 30 January 2021
  • Updated: 31 January 2021, 07:12 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁମର ଖୋଲିବ ରୁମ୍ ନମ୍ବର ୨୦୧। ରାତି ରହଣି ବେଳେ କଣ ଘଟିଥିଲା? କେମିତି ଗଲା ଝରାଫୁଲଙ୍କ ଜୀବନ?ଗେଷ୍ଟ ହାଉସ୍‌ରେ ଝରାଫୁଲଙ୍କ ସହ କେବଳ ରାକେଶ ଥିଲେ ନା ଆଉ କିଏ? ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାର ଅଡ଼ୁଆ ସୂତାରୁ ଖିଅ ବାହାର କରିବାକୁ ଆଜି ଭୁବନେଶ୍ୱର ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟ ହାଉସରେ ରେଡ୍ କରିଥିଲା ଯାଜପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍  । ଗେଷ୍ଟ ହାଉସ୍‌ର ରୁମ୍ ନମ୍ବର ୨୦୧ରେ ସେଦିନ କଣ ଘଟିଥିଲା   ଚାରି କାନ୍ଥ ଭିତରୁ ସାଇଣ୍ଟିଫିକ୍ ଟିମ ତାହାର ସୁରାଗ ଖୋଜିଛି । ରୁମ୍ ଭିତରୁ ଆପତ୍ତିଜନକ ସାମଗ୍ରୀ ଓ ଫିଙ୍ଗର ପ୍ରିଣ୍ଟ୍ ସାଇଣ୍ଟିଫିକ୍ ଟିମ୍ ସଂଗ୍ରହ କରିଥିବା ସୂଚନା ମିଳିଛି। ୨୭ ତାରିଖ ସକାଳୁ ଝରାଫୁଲଙ୍କୁ ସ୍କୁଟିରେ ନେଇ ଦୁଇ ଜଣ ଯୁବକ ଗେଷ୍ଟ ହାଉସ୍‌ରୁ ବାହାରି ଗଲେ।  ହେଲେ କାହାର ସଂଦେହ ହେଲାନି କେମିତି ? ରାକେଶ ସ୍ୱାଇଁ ଏହି ଗେଷ୍ଟ ହାଉସ୍‌ରେ ଆଗରୁ କେବେ ରହିଥିଲେ କି? ଗେଷ୍ଟ ହାଉସ୍ କର୍ମଚାରୀ ପୋଲିସକୁ ଖବର ଦେଲେନି କାହିଁକି ? ପାରିପାର୍ଶ୍ୱିକ ପ୍ରମାଣ ଯୋଗାଡ଼ ସହ ଗେଷ୍ଟହାଉସ୍ କର୍ମଚାରୀଙ୍କୁ ପଚରାଉଚରା କରି ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଯାଜପୁର ପୁଲିସ। ଝରାଫୁଲ ମୃତ୍ୟୁକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଥିବା ବେଳେ ସାମ୍ନାକୁ ଆସିଲାଣି ୩ଟି ସିସିଟିଭି ଫୁଟେଜ୍ ।

ସ୍କୁଟରରେ ଝରାଫୁଲଙ୍କୁ ମଝିରେ ବସାଇ ଦୁଇ ଜଣ ଯୁବକ ନେବା, ୨୭ ତାରିଖ ସକାଳ ୭ଟା ୨୧ରେ ସ୍କୁଟରରେ ଝରାଫୁଲଙ୍କୁ ଗେଷ୍ଟ ହାଉସକୁ ନେଇଯାଉଥିବା ଚିତ୍ର, ୨୬ ତାରିଖରେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ବିରିୟାନୀ ସେଣ୍ଟରକୁ ରାକେଶଙ୍କ ସହ ଯାଇ ସେଠାରେ ବିରିୟାନୀ ଖାଇବା ଚିତ୍ର କ୍ୟାମେରାରେ କଏଦ ହେବା ଭଳି ଗୋଟିଏ ପରେ ଗୋଟିଏ ପରେ ଚିତ୍ର ସାମ୍ନାକୁ ଆସିଲାଣି।

ତୃତୀୟ ସିସିଟିଭି ଫୁଟେଜ୍ ଅନୁଯାୟୀ ଗେଷ୍ଟ ହାଉସ୍‌କୁ ଯିବା ପୂର୍ବରୁ ରାକେଶ ଏଇ ହୋଟେଲରୁ ବିରିୟାନୀ ଖାଇଥିଲେ।  ସେଠାରେ ଝରାଫୁଲ ଅସୁସ୍ଥ ହେବା ସହ ବାନ୍ତି କରୁଥିବା ଦୃଶ୍ୟ ମଧ୍ୟ ହୋଟେଲର ସିସିଟିଭିରେ କଏଦ ହୋଇଛି। ସେଦିନ ଝରାଫୁଲଙ୍କ ଅବସ୍ଥା ଭଲ ନଥିବା କହିଛନ୍ତି ହୋଟେଲ୍ ମାଲିକ । ଅନ୍ୟପଟେ ଝରାଫୁଲଙ୍କ ବାପା ଝିଅର ମୃତ୍ୟୁକୁ ହତ୍ୟା ବୋଲି ଦର୍ଶାଇବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ କୁଆଡ଼େ ଗଲା ଝରାଫୁଲଙ୍କୁ ସ୍କୁଟରରେ ବୋହି ନେଇଥିବା ଅନ୍ୟ ଜଣେ ବ୍ୟକ୍ତି? କେଉଁଠି ଅଛି ସ୍କୁଟର? ଏସବୁର ରହସ୍ୟ ଖୋଲିବା ପାଇଁ ଅଭିଯୁକ୍ତ ରାକେଶଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story