ଝରାଫୁଲଙ୍କ ଘରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ , ଉଠାଇଲେ ରାଜ୍ୟସରକାରଙ୍କ ଚିରାଚରିତ ଡାଇଲଗ୍‌ କଥା

ଭୁବନେଶ୍ୱର/ବାରିପଦା(ଓଡ଼ିଶା ରିପୋର୍ଟର) ଝରାଫୁଲ ନାଏକ। ରାଜ୍ୟରେ ଏବେ ଚର୍ଚ୍ଚିତ ନାଁ । ଯେଉଁ ଝରାଫୁଲର ଆଖିରେ ଆଖିଏ ସ୍ୱପ୍ନ ଥିଲା OAS ଅଫିସରଟିଏ ବନିବାକୁ। ସେହି ଆଖି ବନ୍ଦ ହୋଇଯାଇଛି ସବୁଦିନ ପାଇଁ । ଝିଅକୁ ଜଣେ ପ୍ରଶାସନିକ ଅଧିକାରୀଟିଏ କରାଇବାର ସ୍ୱପ୍ନ ଦେଖିଥିବା ବାପା, ମାଙ୍କ ସ୍ୱପ୍ନ ବି ଧୂଳିସାତ । ଆଜିକୁ ପ୍ରାୟ ସପ୍ତାହେ ହେଲା ଝଡ଼ିଗଲାଣି ଝରାଫୁଲ। କାହିଁକି ମରଣମୁହଁକୁ ଠେଲି ହୋଇଗଲା ଝରାଫୁଲ? ବନ୍ଧୁ ଭାବି ଯାହା ସହ ବାଟ ଚାଲୁଥିଲେ, […]

8nb1

8nb1

Tapas Behera
  • Published: Tuesday, 02 February 2021
  • Updated: 02 February 2021, 07:50 PM IST

Sports

Latest News

ଭୁବନେଶ୍ୱର/ବାରିପଦା(ଓଡ଼ିଶା ରିପୋର୍ଟର) ଝରାଫୁଲ ନାଏକ। ରାଜ୍ୟରେ ଏବେ ଚର୍ଚ୍ଚିତ ନାଁ । ଯେଉଁ ଝରାଫୁଲର ଆଖିରେ ଆଖିଏ ସ୍ୱପ୍ନ ଥିଲା OAS ଅଫିସରଟିଏ ବନିବାକୁ। ସେହି ଆଖି ବନ୍ଦ ହୋଇଯାଇଛି ସବୁଦିନ ପାଇଁ । ଝିଅକୁ ଜଣେ ପ୍ରଶାସନିକ ଅଧିକାରୀଟିଏ କରାଇବାର ସ୍ୱପ୍ନ ଦେଖିଥିବା ବାପା, ମାଙ୍କ ସ୍ୱପ୍ନ ବି ଧୂଳିସାତ । ଆଜିକୁ ପ୍ରାୟ ସପ୍ତାହେ ହେଲା ଝଡ଼ିଗଲାଣି ଝରାଫୁଲ। କାହିଁକି ମରଣମୁହଁକୁ ଠେଲି ହୋଇଗଲା ଝରାଫୁଲ? ବନ୍ଧୁ ଭାବି ଯାହା ସହ ବାଟ ଚାଲୁଥିଲେ, ସେହି ବନ୍ଧୁ ଏମିତି ଘଟାଇଲା କଣ? ଏସବୁର ଉତ୍ତର ଦେବାକୁ ଆଉ ନାହିଁ ଝରାଫୁଲ? ସିସିଟିଭିରେ ରହିଯାଇଛି କେବଳ କିଛି ମୁହୂର୍ତ୍ତର ଫୁଟେଜ୍ । ସେହି ଫୁଟେଜକୁ ଆଧାର କରି ଆଜି ଗ୍ରାଉଣ୍ଡ ଜିରୋରେ ପୁରୁଷ ବନ୍ଧୁ ରାକେଶଙ୍କୁ ଜେରା କରିଛି ପୁଲିସ । ରାକେଶ କେଉଁଠୁ ଏବଂ କିପରି ଆଣିଥିଲା ମୃତଦେହ? କାହା ସହ ମିଶି କାହିଁକି ଏଠାରେ ଫିଙ୍ଗିଥିଲା ମରଶରୀର? ପୁଲିସ ଭ୍ୟାନ୍‌ରେ ବସି ଟିକିନିଖି ତଥ୍ୟ ଉଗାଳିଛି ୩ ଦିନିଆ ରିମାଣ୍ଡରେ ଥିବା ରାକେଶ। ଅନ୍ୟପକ୍ଷରେ ରାକେଶର ସହଯୋଗୀ ଫେରାର ଥିବାରୁ ତାକୁ ଧରିବା ଲାଗି ପୋଲିସ ତନାଘନା କରିବା ସହ କୁଆଖିଆ ଥାନାକୁ ଡାକି ଝରାଫୁଲର ବାପାଙ୍କୁ ବି ପଚରାଉଚରା କରିଛି।

ଜାନୁୟାରୀ ୨୭ । କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲର ମୃତଦେହ । ଭୁବନେଶ୍ୱର ଧର୍ମବିହାର ଗେଷ୍ଟହାଉସ୍‌ରୁ ଆରମ୍ଭ କରି ଲିଙ୍ଗରାଜ ଥାନା ଅଞ୍ଚଳର ରେସ୍ତୋରାଁର ସିସିଟିଭି ଫୁଟେଜକୁ ଧରି ଖୋଳତାଡ଼ କରୁଛି ପୁଲିସ । ଭିସେରା ରିପୋର୍ଟ ପାଇଁ ଝରାଫୁଲର ମୃତଦେହର ନମୂନା ଲାବୋରାଟୋରୀକୁ ବି ପଠାଯାଇଛି। ଅଥଚ ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ ଏଯାଏଁ ସାମ୍ନାକୁ ଆସିପାରିନି । ଏପରିକି ରାକେଶର ସହଯୋଗୀକୁ ବି ଧରିପାରିନି ପୁଲିସ।  ଯାହାକୁ ନେଇ ଝରାଫୁଲର ବାପା ପ୍ରଶ୍ନ ଉଠାଇଥିବାବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା।

ଝରାଫୁଲଙ୍କ ପରିବାରକୁ ଭେଟିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ରାଜ୍ୟ ସରକାର ସମବେଦନା ଜଣାଇନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ୍। ସେ କହିଛନ୍ତି ଯେ, ଏଠିକାର ରାଜ୍ୟ ସରକାର ଗାଁକୁ କାମ ଓ ମାକୁ ସମ୍ମାନ କଥା କହୁଛନ୍ତି। ହେଲେ ଜଣେ ଆଦିବାସୀ ଝିଅଙ୍କ ପ୍ରତି ହୋଇଥିବା ଅଭାବନୀୟକାଣ୍ଡ ପ୍ରତି ସମ୍ବେଦନଶୂନ୍ୟ ହେବା ଦୁର୍ଭାଗ୍ୟଜନକ।  ଆଦିବାସୀଙ୍କ ପ୍ରତି ଏହା ଅଣଦେଖା ବୋଲି ସେ କହିଛନ୍ତି । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story