ବ୍ୟାଙ୍କରେ ଖାତା ଖୋଲିଲେ ଜାମ୍‌ତରା ଗ୍ୟାଙ୍ଗ ଦେଉଛି ୮% କମିଶନ୍‌! ଧରା ପଡ଼ିଲେ ୨ ଅଭିଯୁକ୍ତ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ରୋଜଗାରର ନୂଆ ପନ୍ଥା! ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଖୋଲି ଘରେ ବସି ଲୋକଙ୍କ ଝାଳ ବୁହା ଧନ ଲୁଟୁଥିଲେ ଦୁଇ ଅଭିଯୁକ୍ତ। ଏହି ଦୁଇ ଯୁବକ ଜାମତରା ଗ୍ୟାଙ୍ଗର। ଝାରଖଣ୍ଡର ଜାମତରାରେ ଅପରେଟ୍‌ ହେଉଛି ଏହି ଗ୍ୟାଙ୍ଗ। ଆଜି ଏହି ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଧରିଛି ଝାରସୁଗୁଡ଼ା ପୁଲିସ୍‌। ସେମାନଙ୍କଠାରୁ ୧୨ଟି ବ୍ୟାଙ୍କର ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ଼ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ଏମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ […]

Jharsuguda

Jharsuguda

Manoranjan Sial
  • Published: Thursday, 09 September 2021
  • Updated: 09 September 2021, 10:23 PM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ରୋଜଗାରର ନୂଆ ପନ୍ଥା! ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଖୋଲି ଘରେ ବସି ଲୋକଙ୍କ ଝାଳ ବୁହା ଧନ ଲୁଟୁଥିଲେ ଦୁଇ ଅଭିଯୁକ୍ତ। ଏହି ଦୁଇ ଯୁବକ ଜାମତରା ଗ୍ୟାଙ୍ଗର। ଝାରଖଣ୍ଡର ଜାମତରାରେ ଅପରେଟ୍‌ ହେଉଛି ଏହି ଗ୍ୟାଙ୍ଗ। ଆଜି ଏହି ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଧରିଛି ଝାରସୁଗୁଡ଼ା ପୁଲିସ୍‌। ସେମାନଙ୍କଠାରୁ ୧୨ଟି ବ୍ୟାଙ୍କର ପାସ୍‌ବୁକ୍‌, ଏଟିଏମ୍‌ କାର୍ଡ଼ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି। ଏମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା ପୁଲିସ ଜାଣିବାକୁ ପାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟରେ ପ୍ରତିଦିନ ଲକ୍ଷାଧିକ ଟଙ୍କା କାରବାର ହେଉଥିଲା। ଏଥିପାଇଁ ସେମାନଙ୍କୁ ମିଳୁଥିଲା ୮% ଟଙ୍କା କମିଶନ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାଶ।

ଏସ୍‌ପିଙ୍କ କହିବା ଅନୁସାରେ କିଛି ଦିନ ତଳେ ୪୪ ଲକ୍ଷ ଟଙ୍କାର ସାଇବର ଠକେଇର ମାମଲା ସାମ୍ନାକୁ ଆସିଥିଲା। ଏଥିରେ ଝାଡ଼ଖଣ୍ଡର ଜାମତରା ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିଲା। ଏପରି ସନ୍ଦିଗ୍ଧଙ୍କ ଉପରେ ତୀକ୍ଷିଣ ନଜର ରଖିଥିଲା। ତେବେ ହଠାତ୍‌ ଝାରସୁଗୁଡା ପାହାଡି ମନ୍ଦିର ଆଦର୍ଶ କୋଲନୀରେ ବାସ କରୁଥିବା ସୁନୀଲ କୁମାର ସାହୁଙ୍କ ନାଁରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ବହୁବାର ଟ୍ରାଞ୍ଜେକ୍‌ସନ୍‌ ହେଉଥିବା ଜଣାପଡ଼ିଥିଲା।

ସୁନୀଲର କୌଣସି ରୋଜଗାର ନଥିବା ବେଳେ ସେ ଏତେ ଗୋଡ଼ାଏ ଆକାଉଣ୍ଟରେ କେମେତି ଟ୍ରାଞ୍ଜେକ୍‌ସନ୍‌ କରୁଛନ୍ତି? ଏ ସମ୍ପର୍କରେ ପୁଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ପୁଲିସ ସୁନୀଲଙ୍କ ନାଁରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କରେ ଥିବା ଆକାଉଣ୍ଟରେ ହେଉଥିବା ଟ୍ରାଞ୍ଜେକନ ବିଷୟରେ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା। ତା’ପରେ ସୁନୀଲକୁ ଧରିଥିଲା। ତାଙ୍କୁ ଜେରା ବେଳେ ସେ ସେକ୍ ଅମାଦୁଲର ନାଁ କହିଥିଲା। ଯିଏ କାଳିମନ୍ଦିର ରୋଡ୍‌ରେ ରହୁଥିଲେ। କିନ୍ତୁ ତାଙ୍କର ପ୍ରକୃତ ଘର ପଶ୍ଚିମବଙ୍ଗର ମାଲ୍‌ଦା ଅଞ୍ଚଳରେ ବୋଲି ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି, ସେକ୍ ଅମାଦୁଲ ଘର ପଶ୍ଚିମବଙ୍ଗରେ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଝାରସୁଗୁଡ଼ାରେ ରହି ଭଲ ଭାବେ ଓଡ଼ିଆ ଶିଖି ଯାଇଥିଲା। ପରେ ସେ ବେରୋଜଗାର ଯୁବକଙ୍କୁ ବୁଝାଇ ସେମାନଙ୍କ ନାଁରେ ଆକାଉଣ୍ଟ ଖୋଲୁଥିଲା। ଥରେ ଆକାଉଣ୍ଟ ଖୋଲିବା ପରେ ସେମାନଙ୍କଠାରୁ ପାସ୍‌ବୁକ ଓ ଏଟିଏମ୍‌ କାର୍ଡ ନେଇଯାଉଥିଲା। ସେହି ଏଟିଏମ୍‌କୁ ଜାମତରା ଗ୍ୟାଙ୍ଗର ମୁଖିଆଙ୍କ ପାଖକୁ ପଠାଇ ଦେଇଥିଲା। ସେକ୍ ଅମାଦୁଲଙ୍କ ଲିଙ୍କରେ ଆସି ସୁନୀଲ ଏହି ବେପାରରେ ନିୟୋଜିତ ହୋଇଥିଲା ବୋଲି ଏସ୍‌ପି କହିଛନ୍ତି।

ସୁନୀଲର ତଥ୍ୟ ଆଧାରରେ ପୁଲିସ ସେକ୍ ଅମାଦୁଲକୁ ଗିରଫ କରିଥିଲା। ଆମାଦୁଲଠାରୁ ବିଭିନ୍ନ ବ୍ୟାଙ୍କରେ ୮ଟି ପାସ୍‌ବୁକ୍‌ ଜବତ କରିଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା, ସେକ୍ ଅମାଦୁଲଙ୍କ ସମସ୍ତ ଆକାଉଣ୍ଟରେ ଦିନକୁ ଲକ୍ଷାଧିକ ଟଙ୍କାର କାରବାର ହେଉଥିଲା। ଏଥିପାଇଁ ତାଙ୍କୁ ଜମା ହେଉଥିବା ଅର୍ଥର ୮% ଟଙ୍କା ଦେଉଥିଲା। ଫଳରେ ବିନା ପରିଶ୍ରମରେ କୌଣସି କାମ ନକରି ଘରେ ବସି ରୋଜଗାର କରୁଥିଲେ ସେକ୍ ଅମାଦୁଲ ଓ ସୁନୀଲଙ୍କ ପରି ଅନେକ ଲୋକ। ଜେରା ବେଳେ ଝାଡ଼ଖଣ୍ଡର ଜାମ୍‌ତରା ଗ୍ୟାଙ୍କ ସହିତ ସମ୍ପର୍କ ଥିବା ସୁନୀଲ ଓ ସେକ୍ ଅମାଦୁଲ ସ୍ୱୀକାର କରିଛନ୍ତି। ପୁଲିସ ସେମାନଙ୍କଠାରୁ ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌, ସିମ୍‌କାର୍ଡ଼ ଓ ଅନ୍ୟାନ୍ୟ ଜୀନିଷ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story