ଜି. ଉଦୟଗିରି: କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କାଲୁମାହା ଗାଁର ଏକ କୂଅରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁନୟନା ନାୟକ। ସେ ରାଇକିଆ ଜୀବନଜ୍ୟୋତି କଲେଜରେ  ପଢୁଥିଲେ। ଗତ ୩ ଦିନ ଧରି ସେ ନିଖୋଜ ଥିଲେ।

gi-udayagiri

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 10:30 AM IST

Related story