ଭଉଣୀ ସହ ମିଶି ପ୍ରେମିକାକୁ ଅପହରଣ କଲେ ପ୍ରେମିକ ପ୍ରବର!

ଭଦ୍ରକ(ତପନ ସ୍ୱାଇଁ): ପ୍ରେମିକ ପ୍ରବର ଭାଇ ସହିତ ମିଶି ଭଉଣୀ, ତାର ନିଜ ସାଙ୍ଗକୁ ଅପହରଣ କରିବା ପରେ ତାକୁ ମାଡ଼ ମାରି ସାଳନ୍ଦୀ ନଦୀ କୂଳ ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ରୀମା(ଛଦ୍ମନାମ)ଙ୍କୁ ତାଙ୍କ ସାଙ୍ଗଙ୍କ ବଡ଼ ଭାଇ ଏକ […]

bhadrak

bhadrak

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 10:45 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ପ୍ରେମିକ ପ୍ରବର ଭାଇ ସହିତ ମିଶି ଭଉଣୀ, ତାର ନିଜ ସାଙ୍ଗକୁ ଅପହରଣ କରିବା ପରେ ତାକୁ ମାଡ଼ ମାରି ସାଳନ୍ଦୀ ନଦୀ କୂଳ ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ରୀମା(ଛଦ୍ମନାମ)ଙ୍କୁ ତାଙ୍କ ସାଙ୍ଗଙ୍କ ବଡ଼ ଭାଇ ଏକ ତରଫା ଭଲ ପାଉଥିଲେ। ଏପରିକି ପ୍ରପୋଜ ମଧ୍ୟ ମାରିଥିଲେ। ଯାହାକୁ ରୀମା ବିରୋଧ କରିବା ସହିତ ରୋମିଓକୁ ଚାପୁଡ଼ା ମାରିଥିଲେ। ପରେ ରୀମା ଏନେଇ ନିଜ ଘରଲୋକଙ୍କୁ ଜଣାଇଥିଲେ। ମାମଲା ଥାନାକୁ ଯିବା ପୂର୍ବରୁ ପ୍ରେମିକ ପ୍ରବର ଭୁଲ ମାଗିଥିଲେ। ଭବିଷ୍ୟତରେ ଏପରି ଭୁଲ୍‌ ଆଉ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ରୀମା ପୂର୍ବ ପରି ସ୍କୁଲ ଯାଉଥିଲେ। କିନ୍ତୁ ପ୍ରେମିକ ପ୍ରବର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ।

ଅଭିଯୋଗ ଅନୁଯାୟୀ, ଆଜି ରୀମା ସ୍କୁଲ ଯାଉଥିବା ବେଳେ ରାସ୍ତାରେ ତାଙ୍କ ସାଙ୍ଗ ତଥା 'ରୋମିଓ'ଙ୍କ ସାନ ଭଉଣୀ ଆସି ଏକ ରୁମାଲ୍‌ରେ ଥିବା ଏକ ରାସାୟନିକ ଦ୍ରବ୍ୟ ଶୁଙ୍ଘାଇ ଦେଇଥିଲେ। ଫଳରେ ରୀମା ସଜ୍ଞା ହରାଇଥିଲେ। ତା’ପରେ ରୀମାଙ୍କୁ ତାଙ୍କ ସାଙ୍ଗ ଓ ଏକତରଫା ପ୍ରେମ କରୁଥିବା ତାଙ୍କ ବଡ଼ଭାଇ ଆଗରପଡ଼ା ବଙ୍ଗାଳି ସାହି ନିକଟ ସାଳନ୍ଦୀ ନଦୀ କୂଳରେ ଥିବା ଜଙ୍ଗଲକୁ ନେଇଯାଇ ପ୍ରବଳ ମାଡ଼ ମାରିଥିଲେ। ତା ପରେ ସେମାନେ ସେଠାରେ ହିଁ ତାଙ୍କୁ ଫିଙ୍ଗିଦେଇ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ରୀମାଙ୍କୁ ଉଦ୍ଧାର କରି ଆଗରପଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚି ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରୀମାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story