ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ

ପିପିଲି: ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ। ଚଳିତବର୍ଷ ନବକଳେବର ରଥଯାତ୍ରା ହୋଇଥିବାରୁ ଚାନ୍ଦୁଆ ଶିଳ୍ପୀଙ୍କ ନିକଟରେ ଏବେ ସମୟ ନାହିଁ। କାମରେ ଲାଗିଯାଇଛନ୍ତି ସପରିବାର। ଦୀର୍ଘ ୬ ମାସ ହେବ ନିଷ୍ଠାର ସହ ମହାପ୍ରଭୁଙ୍କ ଚାନ୍ଦୁଆ କାମରେ ଲାଗିଯାଇଛନ୍ତି ଏମାନେ।

puri

puri

Rakesh Mallick
  • Published: Tuesday, 14 July 2015
  • Updated: 16 July 2015, 04:25 AM IST

Sports

Latest News

puriପିପିଲି: ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ। ଚଳିତବର୍ଷ ନବକଳେବର ରଥଯାତ୍ରା ହୋଇଥିବାରୁ ଚାନ୍ଦୁଆ ଶିଳ୍ପୀଙ୍କ ନିକଟରେ ଏବେ ସମୟ ନାହିଁ। କାମରେ ଲାଗିଯାଇଛନ୍ତି ସପରିବାର। ଦୀର୍ଘ ୬ ମାସ ହେବ ନିଷ୍ଠାର ସହ ମହାପ୍ରଭୁଙ୍କ ଚାନ୍ଦୁଆ କାମରେ ଲାଗିଯାଇଛନ୍ତି ଏମାନେ।puri

ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ପିପିଲି ଚାନ୍ଦୁଆ। ଆଲଟ, ଚାମର, ବିଞ୍ଝଣା, ଚାନ୍ଦୁଆ, ଛତା,ଲ୍ୟାମ୍ପ ସେଟ୍ ଠାରୁ ଆରମ୍ଭ କରି ଅନେକ ସୌଖୁନୀ ସାମଗ୍ରୀ ତିଆରି କରିଥାନ୍ତି କାରୀଗରମାନେ। ଏଥିସହ ତିନି ରଥର ବେଢା କପଡା ଓ ମେହେରାବି କାର୍ଯ୍ୟ ମଧ୍ୟ କରିଥାନ୍ତି। ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ରଥକାମ ପାଇଁ ଏମାନଙ୍କ ପାଖକୁ ବରାଦ ଆସିଥାଏ। ହେଲେ ଏଇ ବର୍ଷ ନବକଳେବର ରଥଯାତ୍ରା ପାଇଁ କାରିଗରମାନେ ଲାଗି ପଡିଛନ୍ତି ଚାନ୍ଦୁଆ ତିଆରିରେ। ଚାନ୍ଦୁଆରେ ଅଙ୍କା ଯାଉଥିବା ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରୁଥିବା ଅନୁରାଧା ମହାପାତ୍ର କହିଛନ୍ତି।  ଏହାପରେ  ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି।

ମହାପ୍ରଭୁଙ୍କ ଚାନ୍ଦୁଆ କାମରେ ସହଯୋଗ କରୁଥିବାରୁ ସେମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story