ମମିତା ଜଳିଗଲେ, କିନ୍ତୁ ତାଙ୍କ ବ୍ୟାଗ୍‌ କେମିତି ଜଳିଲାନି?

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରି ଗାତରେ ପକାଇ ଜାଳି ଦେଇଥିଲା ଜହ୍ଲାଦ ଗୋବିନ୍ଦ ସାହୁ! ଯାହାଫଳରେ ମମିତାଙ୍କ ମୃତଦେହ ଜଳି ଯାଇଥିଲା। ହେଲେ ତାଙ୍କ ପାଖରେ ଥିବା ବ୍ୟାଗ୍‌ଟି କେମିତି ଜଳିଲା ନାହିଁ? ଆଜି ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଏପରି ପ୍ରଶ୍ନବାଣ ଛାଡ଼ି ଘାଇଲା କରିଥିଲେ ଗଣମାଧ୍ୟମ ପ୍ରତିନିଧି। ତେବେ  ଏହାର ଉତ୍ତର ଦେବାକୁ ଯାଇ ଡିଆଜି ଦୀପକ କୁମାର କହିଥିଲେ, ମୃତଦେହ ପାଖରୁ ମିଳିଥିବା ଦରପୋଡ଼ା ବ୍ୟାଗକୁ ମମିତାଙ୍କ […]

Mamita-Meher

Mamita-Meher

Manoranjan Sial
  • Published: Monday, 25 October 2021
  • Updated: 25 October 2021, 06:42 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରି ଗାତରେ ପକାଇ ଜାଳି ଦେଇଥିଲା ଜହ୍ଲାଦ ଗୋବିନ୍ଦ ସାହୁ! ଯାହାଫଳରେ ମମିତାଙ୍କ ମୃତଦେହ ଜଳି ଯାଇଥିଲା। ହେଲେ ତାଙ୍କ ପାଖରେ ଥିବା ବ୍ୟାଗ୍‌ଟି କେମିତି ଜଳିଲା ନାହିଁ? ଆଜି ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଏପରି ପ୍ରଶ୍ନବାଣ ଛାଡ଼ି ଘାଇଲା କରିଥିଲେ ଗଣମାଧ୍ୟମ ପ୍ରତିନିଧି। ତେବେ  ଏହାର ଉତ୍ତର ଦେବାକୁ ଯାଇ ଡିଆଜି ଦୀପକ କୁମାର କହିଥିଲେ, ମୃତଦେହ ପାଖରୁ ମିଳିଥିବା ଦରପୋଡ଼ା ବ୍ୟାଗକୁ ମମିତାଙ୍କ ପରିବାର ଲୋକେ ଚିହ୍ନି ଛନ୍ତି। ତେବେ ସ୍ପଷ୍ଟ କରିବା ପାଇଁ ଫୋରେନ୍‌ସିକ୍‌ ଟେଷ୍ଟ ଲାବକୁ ପଠାଯାଇଛି ବୋଲି ଡିଆଇଜି କହିଛନ୍ତି। 

ମମିତା ହତ୍ୟା ମାମଲାର ଅଗ୍ରଗତି ନେଇ ଡିଆଇଜି ଦୀପକ କୁମାର କହିଛନ୍ତି-“ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ପରେ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟତମ ଅଭିଯୁକ୍ତ ରାଧେକୁ ରିମାଣ୍ଡରେ ଅଣାଯିବ। ମମିତାଙ୍କ ମୋବାଇଲକୁ ଗୋବିନ୍ଦ ଜଳାଇ ଦେଇଥିବା କହିଛି। ଘଟଣା ସ୍ଥଳରୁ ଆମେ କିଛି ପୋଡ଼ା ମେଟାଲ୍ସ ଓ ପ୍ଲାଷ୍ଟିକ ପାଇଛୁ। ଉକ୍ତ ମେଟାଲ୍ସ ଓ ପ୍ଲାଷ୍ଟିକକୁ ଫୋରେନସିକ ଲ୍ୟାବ ପଠାଯାଇଛି।”

ସେ ଆହୁରି କହିଛନ୍ତି-“ଆମକୁ ମୋଟ୍‌ ୨ଟି ବ୍ୟାଗ୍ ମିଳିଛି। ଗୋଟିଏ ଶବ ପୋଡ଼ାଯାଇଥିବା ଜାଗାରୁ ଓ ଆଉ ଗୋଟିଏ ରାଧେର ଘରୁ ମିଳିଛି। କ୍ରାଇମ ସ୍ପଟରୁ ମିଳିଥିବା ବ୍ୟାଗ୍‌ ପୀଡ଼ିତାଙ୍କ ପରିବାର ଚିହ୍ନଟ କରିଛନ୍ତି। ରାଧେର ଘରୁ ମିଳିଥିବା ବ୍ୟାଗଟିକୁ ପରିବାର ଚିହ୍ନଟ କରିପାରିନାହାନ୍ତି।”

ମମିତାଙ୍କ ମୃତଦେହ ପୋଡ଼ିଯାଇଥିବା ବେଳେ ବ୍ୟାଗ କିଭଳି ପୋଡ଼ିଲାନି ପ୍ରଶ୍ନରେ ଡିଆଜି କହିଛନ୍ତି, ଟେଷ୍ଟ ପାଇଁ ଫୋରେନସିକ ଲ୍ୟାବ୍‌ ପଠାଯାଇଛି, ରିପୋର୍ଟରୁ ସ୍ପଷ୍ଟ ହେବ।

ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଛି। ମମିତାଙ୍କୁ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁ ହତ୍ୟା କରିଥିଲା। ପରେ ମୃତଦେହକୁ ଆଣି କଲେଜ ପଡ଼ିଆରେ ଖୋଳା ଯାଇଥିବା ଗାତରେ ପକାଇ ଟାୟାର ଓ କାର୍ଡବୋର୍ଡ ସହାୟତାରେ ପୋଡ଼ି ଦେଇଥିଲା। ତା’ପର ଦିନ ସକାଳେ ଆସି ମାଟି ପକାଇ ପୋତି ଦେଇଥିଲା। ଗୋବିନ୍ଦ ଗିରଫ ହେବା ପରେ ନିଜର କୁକର୍ମ ପୁଲିସ ଆଗରେ ସ୍ୱୀକାର ରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story