ଗୋବିନ୍ଦ ନାମ ଭଜୁଛନ୍ତି ଦୁଇ ମନ୍ତ୍ରୀ: ମୁଁ ଟୋକା ହୋଇଯାଏ, ମୋତେ ରେଭେନ୍ସା ଜଣାପଡ଼େ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଲିଙ୍ଗ କଲେଜ୍‌ ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ଜପୁଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ। କିଏ କହୁଛନ୍ତି କଲେଜ କ୍ୟାମ୍ପସକୁ ଆସିଲେ ୟଙ୍ଗ ଲାଗୁଛି। ଆଉ କିଏ ମହାଲିଙ୍ଗ କଲେଜ୍‌କୁ ଶତାୟୁ ଅନୁଷ୍ଠାନ ରେଭେନ୍ସା ସହ ତୁଳନା କରୁଛନ୍ତି। ତେବେ ଗୁଣଗାନ ଭିତରେ ମନ୍ତ୍ରୀମାନେ ଗୋବିନ୍ଦଙ୍କୁ ଧନ୍ୟବାଦ ଦେବା ସହିତ ବିନ୍ଧାଣୀ ବୋଲି ଅବତାରଣା କରୁଛନ୍ତି। ଇଏ ସେହି ଗୋବିନ୍ଦ ଯିଏ ନିଜର ପରକିୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ନିଜ ଅନୁଷ୍ଠାନ […]

Gobinda

Gobinda

Manoranjan Sial
  • Published: Thursday, 21 October 2021
  • Updated: 21 October 2021, 08:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଲିଙ୍ଗ କଲେଜ୍‌ ଅଧ୍ୟକ୍ଷ ଗୋବିନ୍ଦ ସାହୁର ନାଁ ଜପୁଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ। କିଏ କହୁଛନ୍ତି କଲେଜ କ୍ୟାମ୍ପସକୁ ଆସିଲେ ୟଙ୍ଗ ଲାଗୁଛି। ଆଉ କିଏ ମହାଲିଙ୍ଗ କଲେଜ୍‌କୁ ଶତାୟୁ ଅନୁଷ୍ଠାନ ରେଭେନ୍ସା ସହ ତୁଳନା କରୁଛନ୍ତି। ତେବେ ଗୁଣଗାନ ଭିତରେ ମନ୍ତ୍ରୀମାନେ ଗୋବିନ୍ଦଙ୍କୁ ଧନ୍ୟବାଦ ଦେବା ସହିତ ବିନ୍ଧାଣୀ ବୋଲି ଅବତାରଣା କରୁଛନ୍ତି। ଇଏ ସେହି ଗୋବିନ୍ଦ ଯିଏ ନିଜର ପରକିୟା ପ୍ରୀତି ପ୍ରଘଟ ହେବା ଆଶଙ୍କା କରି ନିଜ ଅନୁଷ୍ଠାନ ତଥା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଛି। ଗୋବିନ୍ଦ ଗିରଫ ହେବା ପରେ ମନ୍ତ୍ରୀଙ୍କ ସେହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭାଇରାଲ୍‌ ହୋଇଥିବା ଭିଡିଓଟି ହେଉଛି ମହାଲିଙ୍ଗ କଲେଜର ବାର୍ଷିକ ଉତ୍ସବର। ଯେଉଁଥିରେ ଅତିଥିଭାବେ ଯୋଗଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଏମାନଙ୍କ ଭିତରୁ ଜଣେ ମନ୍ତ୍ରୀ ଯାଇଥିଲେ ହେଲିକପ୍ଟରରେ। ସେ କଲେଜ କ୍ୟାମ୍ପସରେ ଓହ୍ଲାଇ ସଭା ସ୍ଥଳକୁ ଯାଇଥିଲେ। ଖୋଦ୍‌ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ମନ୍ତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସଭା। ଭାଷଣ ଦେବାକୁ ଆସିଲେ କ୍ୟାପ୍‌ଟେନ୍‌ ମହାଶୟ। ଭାଷଣ ଆରମ୍ଭରୁ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ, ଘଣ୍ଟା ଘଣ୍ଟା ଏହି କଲେଜରେ ବସିଛି। ଯେତେବେଳେ ଛାତ୍ରଛାତ୍ରୀଙ୍କ ଗହଣରେ ବସିଛି, ସେତେବେଳେ ମୋ କଲେଜ କଥା ମନେ ପଡ଼ିଯାଇଛି। ଆଜି ଟିକେ ୟଙ୍ଗ୍‌ ୟଙ୍ଗ୍‌ ଲାଗୁଛି। ସେଥିପାଇଁ ବହୁ ଟାଇମ୍‌ କଲେଜକୁ ଦେବାକୁ ଚାହିଁଛୁ। ୫ ବର୍ଷ ଭିତରେ ଗୋବିନ୍ଦ ସାହୁ କଲେଜ ପାଇଁ ଯାହା କରିଛନ୍ତି, ସେଥିପାଇଁ ତାଙ୍କୁ ବହୁବହୁ ଧନ୍ୟବାଦ ଦେଉଛି ବୋଲି କ୍ୟାପ୍‌ଟେନ୍‌ କହିଥିଲେ।

କେବଳ କ୍ୟାପଟେନ ନୁହଁନ୍ତି, ଆଉ ପାଦେ ଆଗକୁ ଯାଇ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ଯେଉଁଭଳି ଢଙ୍ଗରେ ନିଜ ଅଭିଭାଷଣରେ ଗୋବିନ୍ଦଙ୍କୁ ଉପରକୁ ଟେକିଦେଇଥିଲେ ଯେ, ନିଜେ ପାଠପଢ଼ିଥିବା ଶତାୟୁ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିବାକୁ ପଛାଇନଥିଲେ।

ସେ କହିଥିଲେ, “କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବାରମ୍ୱାର ମହାଲିଙ୍ଗ କଲେଜ ବିଷୟରେ ମୋତେ କହୁଥିଲେ। ଆଉ ଏଠାକୁ ଆସିବା ପାଇଁ କହୁଥିଲେ। ମୁଁ ଆଜି ମହାଲିଙ୍ଗ କଲେଜରେ ପହଞ୍ଚିବା ପରେ ଏକଥା ଅନୁଭବ କରୁଛି, ମହାଲିଙ୍ଗ କଲେଜ ରେଭାନ୍ସା କଲେଜଠାରୁ କିଛି କମ୍‌ ନୁହେଁ। ସ୍ଥାନୀୟ ମୁରବୀଙ୍କ ସହଯୋଗରେ କଲେଜରେ ଯେଉଁ ଉନ୍ନତି ହେଉଛି, ତାହାର ବିନ୍ଧାଣୀ ସାଜିଛନ୍ତି ଗୋବିନ୍ଦ ବାବୁ।”

ଗୃହରାଷ୍ଟ୍ର ମନ୍ତ୍ରୀଙ୍କଠୁ ପଞ୍ଚାୟତିରାଜ, ପର୍ଯ୍ୟଟନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ଏକାଧିକ ନେତା ଆଉ ଅଧିକାରୀଙ୍କ ଏଠି ପାଦ ପଡ଼ିଛି। ସେହି ଅତିଥିଙ୍କୁ ଆପ୍ୟାୟିତ କରି ଗୋବିନ୍ଦ ତିଆରି କରିଛି ନିଜ ସାମ୍ରାଜ୍ୟ। ତାହାରି ଭିତରେ ଝିଅମାନଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ଗୋବିନ୍ଦ। କେବଳ ଗୋବିନ୍ଦ ନୁହେଁ, ବିଭିନ୍ନ ସମୟରେ ଏହି କ୍ୟାମ୍ପସକୁ ଆସୁଥିବା ବଡ଼ ବଡ଼ିଆଙ୍କୁ ମଧ୍ୟ ସେ ସନ୍ତୁଷ୍ଟ କରୁଥିଲା ବୋଲି ଅଭିଯୋଗ ହେଉଛି। କିନ୍ତୁ ରାଜନୈତିକ ଛତ୍ରଛାୟାରେ କ୍ଷମତାଶାଳୀ ବନିଯାଇଥିବାରୁ କେହି ଖୋଲୁନଥିଲେ ମୁହଁ। କାରଣ ସବୁସ୍ତରରେ ଜବରଦସ୍ତ ଲିଙ୍କ ଥିଲା ଗୋବିନ୍ଦ ସହିତ। ତେବେ ମମିତା ମର୍ଡର ମାମଲାରୁ ସବୁ କେଳେଙ୍କାରୀର ହୋଇଛି ଖୁଲାସା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story