ସାମ୍ୱାଦିକଙ୍କ ନାଁରେ ଆସିଲା ଜିଏସ୍‌ଟି ଠିକେଇ

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁଣି ଆସିଛି ଜିଏସ୍‌ଟି ଫାଙ୍କି ଅଭିଯୋଗ। ଏଥର ମୋହରା ବନିଛନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକ। ତାଙ୍କ ଘର କୋଏଲ ନଗର ଏବି ଛକରେ। ତାଙ୍କ ଘର ସମ୍ମୁଖରେ ଜିଏସ୍‌ଟି ବିଭାଗ ପକ୍ଷରୁ ଲଟକା ଯାଇଛି। ସେଥିରେ ଲେଖାଯାଇଛି, ଚଳିତ ମାସ ୭ ତାରିଖ ଦିନ ଜିଏସ୍‌ଟି ବିଭାଗରେ ହାଜର ହୋଇ ଡକ୍ୟୁମେଣ୍ଟ ଦେଖାଅ। ତେବେ ଏବେ ସେହି ସାମ୍ବାଦିକ ଜଣକ କେଉଁଆଡେ ପଳାଇଥିବା କୁହାଯାଉଛି। ନାୟକ ଏଣ୍ଟର ପ୍ରାଇଜେସ୍‌ ନାମକ ଏକ ଫେକ୍‌ […]

gst-new

gst-new

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 07:06 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ପୁଣି ଆସିଛି ଜିଏସ୍‌ଟି ଫାଙ୍କି ଅଭିଯୋଗ। ଏଥର ମୋହରା ବନିଛନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକ। ତାଙ୍କ ଘର କୋଏଲ ନଗର ଏବି ଛକରେ। ତାଙ୍କ ଘର ସମ୍ମୁଖରେ ଜିଏସ୍‌ଟି ବିଭାଗ ପକ୍ଷରୁ ଲଟକା ଯାଇଛି।

ସେଥିରେ ଲେଖାଯାଇଛି, ଚଳିତ ମାସ ୭ ତାରିଖ ଦିନ ଜିଏସ୍‌ଟି ବିଭାଗରେ ହାଜର ହୋଇ ଡକ୍ୟୁମେଣ୍ଟ ଦେଖାଅ। ତେବେ ଏବେ ସେହି ସାମ୍ବାଦିକ ଜଣକ କେଉଁଆଡେ ପଳାଇଥିବା କୁହାଯାଉଛି। ନାୟକ ଏଣ୍ଟର ପ୍ରାଇଜେସ୍‌ ନାମକ ଏକ ଫେକ୍‌ କମ୍ପାନୀ ଖୋଲି ଜିଏସ୍‌ଟି ପାଙ୍କି ହୋଇଥିବା ଅଭିଯୋଗ ହୋଇଛି। କଟକର ଜିଏସ୍‌ଟି ବିଭାଗ ପକ୍ଷରୁ ଏ ନୋଟିସ୍‌ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos