ଭୁବନେଶ୍ୱରରେ ଜେପି ନଡ୍ଡା, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏନେଇ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ ହୋଇଛି । ନଡ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏକ ବିଶାଳ ବାଇକ୍‌ ରାଲିରେ ତାଙ୍କୁ ପାଛୋଟି ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ମଧ୍ୟାହ୍ନରେ ଜନତା ମଇଦାନରେ  ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ ଆୟୋଜିତ […]

jp-nadda

jp-nadda

Niharika Rout
  • Published: Thursday, 29 September 2022
  • Updated: 29 September 2022, 12:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏନେଇ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ ହୋଇଛି । ନଡ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏକ ବିଶାଳ ବାଇକ୍‌ ରାଲିରେ ତାଙ୍କୁ ପାଛୋଟି ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ମଧ୍ୟାହ୍ନରେ ଜନତା ମଇଦାନରେ  ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ ଆୟୋଜିତ ହେବ ।

୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଥିବା ଜେପି ନଡ୍ଡା  ଏକ ବିଶାଳ ବାଇକ୍‌ ରାଲିରେ ରାମ ମନ୍ଦିର ଅଭିମୁଖେ ବାହାରିଛନ୍ତି।  ଏହି ଅବସରରେ ଦଳର ବରିଷ୍ଠ ନେତା ତାଙ୍କ ସହ ଅଛନ୍ତି।

ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ପ୍ରତି ପଞ୍ଚାୟତରୁ ୩ ଜଣ ଲେଖାଏ କାର୍ଯ୍ୟକର୍ତ୍ତା ଯୋଗ ଦେବେ । ଆଜି ନଡ୍ଡା ସେମାନଙ୍କ ସହ ଆଲୋଚନା କରି  ସେମାନଙ୍କୁ ଗୁରୁମନ୍ତ୍ର ଦେବେ । ଏପରିକି ୨୦୨୪ ନିର୍ବାଚନ ପାଇଁ ଋଣନୀତି ସାଙ୍ଗକୁ  ସଙ୍ଗଠନକୁ ମଜଭୁତ୍ କରିବା, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅବଗତ କରିବା ନେଇ ବିସ୍ତୁତ ଭାବେ ଆଲୋଚନା କରିବେ ।

ଏଥିସହିତ ୨୦୨୪ ନିର୍ବାଚନ ପାଇଁ ନଡ୍ଡା  ବିଗୁଲ ଫୁଙ୍କିବେ  ବୋଲି ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ପୁଙ୍ଖାନୁପୁଙ୍କ ଭାବେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଏହାପରେ  ଆଜି ରାତି ୮ଟାରେ ନଡ୍ଡା ପୁରୀ ଗସ୍ତ କରି ରହଣୀ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ଭଦ୍ରକ ଗସ୍ତ କରି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବେ। ସେଠାରୁ ଭୁବନେଶ୍ୱର ଫେରି ଛାମୁଆ ମୋର୍ଚ୍ଚାଙ୍କ ସହ ଆଲୋଚନା କରିବେ । ୨୦୨୪ ନିର୍ବାଚନରେ ସେମାନଙ୍କ କିପରି ରୋଲ୍‌ ରହିବ ସେ ସମ୍ପର୍କରେ ଆଲୋଚନା କରିବେ।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ବିଜେଡି ସହ ଫାଇଟ୍‌ କରିବାକୁ ରୋଡ ପ୍ଲାନ୍‌ ପ୍ରସ୍ତୁତ କଲାଣି ବିଜେପି। ଗତ ଅଗଷ୍ଟରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିବା ବେଳେ ସେପ୍ଟେମ୍ବର ପ୍ରାରମ୍ଭରେ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ। ଏହାପରେ ଏବେ ପୁଣି ଥରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଦଳର ତୁଙ୍ଗ ନେତାଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ବିଜେପି କର୍ମଙ୍କ ମଧ୍ୟରେ ପ୍ରବଳ ଜୋଶ୍‌ ଭରି ଦେଉଛି। ଫଳରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ଫଳାଫଳକୁ ନେଇ ଦଳୀୟ କର୍ମୀ ନିରାଶ ହୋଇ ପଡ଼ିଥିବା ବେଳେ ଏବେ ପୁଣି ଥରେ ସେମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି।

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୫୦% ସିଟ୍‌ ହାସଲ କରିବା ଲକ୍ଷ୍ୟ ରଖିଛି। ଏହାକୁ ଫଳପ୍ରଦ କରିବା ତଥା ଗାଦିସୀନ ବିଜେଡିକୁ କ୍ଷମତାରୁ ଦୂରେଇବାକୁ ନଡ୍ଡା ଦଳୀୟ କର୍ମୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିବା ସହ ସେମାନଙ୍କୁ ଟାସ୍କ ଦେବେ ବୋଲି ଆଲୋଛନା ହେଉଛି।

https://youtu.be/0a8eDUgxqW4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story