ବିଜେପିକୁ ଫେରିବାକୁ ଦିଲୀପଙ୍କୁ ଜୁଏଲଙ୍କ ଅନୁରୋଧ
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ, କାମରେ ସହଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ଜୁଏଲ କହିଛନ୍ତି,“ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଚାଲିଛି। ଦିଲୀପ ବାବୁ ଏ ସମ୍ପର୍କିତ ପେମେଣ୍ଟର ତଥ୍ୟ ମାଗିଥିଲେ। ଆମେ ଦେଲା ପରେ ସେ ତାକୁ ସ୍ୱାଗତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଁ ସେଥିପାଇଁ ଦିଲୀପ ବାବୁଙ୍କୁ ଧନ୍ୟବାଦ ଜଣାଉଛି।”
ସେ ଆହୁରି କହିଛନ୍ତି,“ ଆସନ୍ତା ୧୫ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଉରକେଲା ଗସ୍ତରେ ଆସିବେ। ଏରୋଡ୍ରମ ନିକଟ ପଡ଼ିଆରେ ସାଧାରଣ ସଭା ହେବ। ସେଠାରେ ନିର୍ବାଚନୀ ପ୍ରଚାର କରିବେ। ଏହା ଦ୍ୱାରା ବିଜେପିକୁ ଫାଇଦା ମିଳିବ।”
Ordigital Desk
• Published: Saturday, 13 April 2019
• Updated: 13 April 2019, 01:38 PM IST
Sports
Latest News
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିରେ ବିଧାୟକ ଥିଲେ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ, କାମରେ ସହଯୋଗ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ଜୁଏଲ କହିଛନ୍ତି,“ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଚାଲିଛି। ଦିଲୀପ ବାବୁ ଏ ସମ୍ପର୍କିତ ପେମେଣ୍ଟର ତଥ୍ୟ ମାଗିଥିଲେ। ଆମେ ଦେଲା ପରେ ସେ ତାକୁ ସ୍ୱାଗତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଁ ସେଥିପାଇଁ ଦିଲୀପ ବାବୁଙ୍କୁ ଧନ୍ୟବାଦ ଜଣାଉଛି।”
ସେ ଆହୁରି କହିଛନ୍ତି,“ ଆସନ୍ତା ୧୫ ତାରିଖ ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଉରକେଲା ଗସ୍ତରେ ଆସିବେ। ଏରୋଡ୍ରମ ନିକଟ ପଡ଼ିଆରେ ସାଧାରଣ ସଭା ହେବ। ସେଠାରେ ନିର୍ବାଚନୀ ପ୍ରଚାର କରିବେ। ଏହା ଦ୍ୱାରା ବିଜେପିକୁ ଫାଇଦା ମିଳିବ।”
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos