ଯୁକ୍ତ ୨ ଓ ଯୁକ୍ତ ୩ରେ ଆରମ୍ଭ ହେବ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ ଓ ଯୁକ୍ତ ୩ରେ ଆରମ୍ଭ ହେବ ଧନ୍ଦାମୂଳକ ପାଠ୍ୟକ୍ରମ। ଏନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ଦେଇ ଦେଇଛନ୍ତି। ୨୦୧୫-୧୬ ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ। ଯୁକ୍ତ ଦୁଇରେ ୧୨ଟି ଓ ଯୁକ୍ତ ତିନିରେ ୧୦ଟି ପାଠ୍ୟକ୍ରମ ପ୍ରଚଳନ କରାଯିବ।

Odishastat

Rakesh Mallick
  • Published: Tuesday, 26 May 2015
  • , Updated: 26 May 2015, 02:58 PM IST

Related story