ଜୁନ୍ ୨ ତାରିଖରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ଆରମ୍ଭ ହୋଇଯିବ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ଆସନ୍ତା ଜୁନ୍ ୨ ତାରିଖରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ଆରମ୍ଭ ହୋଇଯିବ ପ୍ରାକ୍ ମୌସୁମୀ ବର୍ଷା। ଅସହ୍ୟ ଗରମ ଓ ତାତିରୁ ରାଜ୍ୟବାସୀଙ୍କୁ  ଆଶ୍ୱସ୍ତି ମିଳିବ। ଏ ନେଇ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦ୍ଦେର୍ଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିସହ ୩ ତାରିଖରୁ ତାପମାତ୍ରା କମିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

musumi in bbsr

Rakesh Mallick
  • Published: Friday, 29 May 2015
  • , Updated: 29 May 2015, 10:59 AM IST

Related story